Advertisment

ଗୋଟିଏ ରୁମ୍‌ରେ ଚାଲିଛି ଦୁଇଟି କ୍ଲାସ୍‌

ଗୋଟିଏ ରୁମ୍‌ରେ ଚାଲିଛି ଦୁଇଟି କ୍ଲାସ୍‌। ଗୋଟିଏ ବ୍ଲାକ୍‌ବୋର୍ଡରେ ପଢ଼ାଉଛନ୍ତି ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ।

Advertisment

ଗୋଟିଏ ରୁମ୍‌ରେ ଚାଲିଛି ଦୁଇଟି କ୍ଲାସ୍‌। ଗୋଟିଏ ବ୍ଲାକ୍‌ବୋର୍ଡରେ ପଢ଼ାଉଛନ୍ତି ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। ସାର୍‌ ପିଲାମାନଙ୍କୁ ବିଜ୍ଞାନର ଜଟିଳ ଫର୍ମୁଲା ଶିଖାଉଥିବା ବେଳେ ଦିଦି ପଢ଼ାଉଛନ୍ତି ଇଂଲିଶ। ଏପରି ବିଚିତ୍ର ସ୍କୁଲ ଚାଲିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ।

Advertisment
Kandhamal Odisha Education School Condition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe