ବିଶ୍ବବିଦ୍ୟାଳୟ ଅଚଳ, କାହିଁକି ହେଉନି ନିଯୁକ୍ତି? | Odisha Reporter
1989ର ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ପରେ ରାଜ୍ୟରେ ଅଚଳାବସ୍ଥା। ରାଜ୍ୟର 17ଟି ସରକାରୀ ବିଶ୍ବବିଦ୍ୟାଳୟରେ 60% ପ୍ରାଧ୍ୟାପକ ପଦ ଖାଲି। ପ୍ରାୟ 4 ବର୍ଷ ହେଲା ଏକପ୍ରକାର ଅଚଳ ହୋଇଗଲାଣି 17 ବିଶ୍ବବିଦ୍ୟାଳୟ। 2020ର ସଂଶୋଧିତ ଆଇନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ପୁରୁଣା ଆଇନରେ ନିଯୁକ୍ତି ନ କରିବାରୁ ଅଚଳ ହେଲେଣି ବିଶ୍ବବିଦ୍ୟାଳୟ ! ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
