Advertisment

ବିଶ୍ବବିଦ୍ୟାଳୟ ଅଚଳ, କାହିଁକି ହେଉନି ନିଯୁକ୍ତି ?

ରାଜ୍ୟର 17ଟି ସରକାରୀ ବିଶ୍ବବିଦ୍ୟାଳୟରେ 60% ପ୍ରାଧ୍ୟାପକ ପଦ ଖାଲି। ପ୍ରାୟ 4 ବର୍ଷ ହେଲା ଏକପ୍ରକାର ଅଚଳ ହୋଇଗଲାଣି 17 ବିଶ୍ବବିଦ୍ୟାଳୟ।

Advertisment

1989ର ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ପରେ ରାଜ୍ୟରେ ଅଚଳାବସ୍ଥା। ରାଜ୍ୟର 17ଟି ସରକାରୀ ବିଶ୍ବବିଦ୍ୟାଳୟରେ 60% ପ୍ରାଧ୍ୟାପକ ପଦ ଖାଲି। ପ୍ରାୟ 4 ବର୍ଷ ହେଲା ଏକପ୍ରକାର ଅଚଳ ହୋଇଗଲାଣି 17 ବିଶ୍ବବିଦ୍ୟାଳୟ। 2020ର ସଂଶୋଧିତ ଆଇନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ପୁରୁଣା ଆଇନରେ ନିଯୁକ୍ତି ନ କରିବାରୁ ଅଚଳ ହେଲେଣି ବିଶ୍ବବିଦ୍ୟାଳୟ ! ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Odisha Education Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe