Advertisment

ଶେଷ ନିଦ୍ରାରେ ‘CID’ ଫେମ୍‌ ଦିନେଶ

ପରଲୋକରେ ଲୋକପ୍ରିୟ ଟିଭି ସୋ ‘CID’ର ଫେଡ୍ରିକ୍ ।

author-image
Manoj Swain
ଅଦ୍ୟତନ ହୋଇଛି

ଆଖି ବୁଜିଲେ ‘CID’ ଫେମ୍‌ ଦିନେଶ ଫଡନିଶ । ୫୭ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ଦିନେଶଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଲାଗିଛି। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଗତ ରବିବାରଠୁ ଦିନେଶଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ହୃଦଘାତ ହୋଇଥିବା କୁହାଯାଉଥିବା ବେଳେ ପରେ କିନ୍ତୁ ତାଙ୍କ ଲିଭରରେ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲା।

Advertisment
Artist Passes Away Mumbai