\'ମୁଁ ରଶ୍ମିକା ନୁହେଁ ତେଜସ୍ବିନୀ\' | Odisha Reporter
ସେହି ନାକ, ସେହି ଆଖି, ସେହି ହସ । ଯିଏ ଦେଖୁଛି ସେ କହୁଛି ରଶ୍ମିକା ମନ୍ଦାନା । ହେଲେ ସେ ରଶ୍ମିକା ମନ୍ଦାନା ନୁହନ୍ତି ସେ ହେଉଛନ୍ତି ଆମ ଓଡ଼ିଶାର ତେଜସ୍ବିନୀ ନାୟକ । କେତେବଳେ ରିଲ୍ସ କରୁକରୁ ଚର୍ଚ୍ଚାର ପରିସରକୁ ଆସିଲେ ତାହା ତାଙ୍କୁ ବି ଜଣାନଥିଲା । ଏମିତି କିଛି ଖଟା ମିଠା କଥା ଆମ ସହ ସେୟାର କରିଛନ୍ତି ତେଜସ୍ବିନୀ। ଆସନ୍ତୁ ଶୁଣିବା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
