'ମୁଁ ରଶ୍ମିକା ନୁହେଁ ତେଜସ୍ବିନୀ'

  • Published: Wednesday, 09 August 2023
  • , Updated: 09 August 2023, 01:26 PM IST

ସେହି ନାକ, ସେହି ଆଖି, ସେହି ହସ । ଯିଏ ଦେଖୁଛି ସେ କହୁଛି ରଶ୍ମିକା ମନ୍ଦାନା । ହେଲେ ସେ ରଶ୍ମିକା ମନ୍ଦାନା ନୁହନ୍ତି ସେ ହେଉଛନ୍ତି ଆମ ଓଡ଼ିଶାର ତେଜସ୍ବିନୀ ନାୟକ । କେତେବଳେ ରିଲ୍ସ କରୁକରୁ ଚର୍ଚ୍ଚାର ପରିସରକୁ ଆସିଲେ ତାହା ତାଙ୍କୁ ବି ଜଣାନଥିଲା । ଏମିତି କିଛି ଖଟା ମିଠା କଥା ଆମ ସହ ସେୟାର କରିଛନ୍ତି ତେଜସ୍ବିନୀ। ଆସନ୍ତୁ ଶୁଣିବା ।

Related story