Advertisment

ନାଟୁନାଟୁକୁ ଓସ୍କାର

ନାଟୁନାଟୁକୁ ଓସ୍କାର। ଇତିହାସ ରଚିଲା ଭାରତୀୟ ଫିଲ୍ମ 'RRR'। ଏସ୍‌ଏସ୍ ରାଜାମୌଲିଙ୍କ 'ଆର୍‌ଆର୍‌ଆର୍' ଫିଲ୍ମର ନାଟୁ ନାଟୁ ଗୀତକୁ ମିଳିଲା ଓସ୍କାର। ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ମିଳିଲା ଓସ୍କାର। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଛି।

author-image
Manoj Swain

RRR Oscar 2023