Advertisment

ରାଜ କୁନ୍ଦ୍ରାଙ୍କର ମୁଖା ଖୋଲିଗଲା !

ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ନିର୍ଦ୍ଦେଶକ ରାଜ କୁନ୍ଦ୍ରା।

Advertisment

ନିଜ ଜୀବନ ଉପରେ ଆଧାରିତ ରାଜ କୁନ୍ଦ୍ରାଙ୍କ 'UT 69' ଫିଲ୍ମ ଟ୍ରେଲର ରିଲିଜ୍। ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ନିର୍ଦ୍ଦେଶକ ରାଜ କୁନ୍ଦ୍ରା। ନିଜ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ସିନେମାନେ ନିଜେ ଅଭିନୟ କରିଛନ୍ତି ରାଜ କୁନ୍ଦ୍ରା। ଏହି ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଶାହନୱାଜ ଅଲି ନିର୍ଦ୍ଦେଶନା ଦେଇଛନ୍ତି। ନଭେମ୍ବର 3 ରେ ରିଲିଜ୍ ହେବ 'UT 69'। ପ୍ରକାଶ ଥଉ କି, 2021ରେ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ସେ ହଟସଟ୍ ନାମକ ଏକ ଆପ୍ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଶେଆର୍ କରୁଥିବା ଅଭିଯୋଗ ପରେ ମୁମ୍ବାଇ ପୁଲିସ ତାଙ୍କୁ 19 ଜୁଲାଇ 2021ରେ ଗିରଫ କରିଥିଲା। 

Advertisment
Bollywood Raj Kundra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe