Advertisment

ଭରଣପୋଷଣ ବାବଦକୁ ୧୫ କୋଟି ଟଙ୍କା ଦାବି କଲେ ମଲାଇକା

ମୁମ୍ବାଇ: ମଲାଇକା ଆରୋରା ଏବଂ ତାଙ୍କ ପତି ଅରବାଜ ଖାନ୍‌ଙ୍କ ମଧ୍ୟରେ ସମ୍ପର୍କରେ ଭଟ୍ଟା ପଡିଛି। ୧୮ ବର୍ଷର ବୈବାହିକ ଜୀବନ ବିତାଇବା ପରେ ଉଭୟ ଅଲଗା ହେବା ପାଇଁ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଛାଡପତ୍ର ସହ ଭରଣପୋଷଣ ବାବଦକୁ ୧୫ କୋଟି ଦେବାକୁ ମଲାଇକା ଦାବି କରିଛନ୍ତି। ଦୈନିକ ଭାସ୍କର ଖବର ରିପୋର୍ଟ ଅନୁସାରେ ମଲାଇବା ଦାବି କରିଥିବା ୧୫ କୋଟି ଟଙ୍କା ମଧ୍ୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ଫ୍ଲାଟ୍‌ ରହିଛି। ଏହାର ମୂଲ୍ୟ […]

ଭରଣପୋଷଣ ବାବଦକୁ ୧୫ କୋଟି ଟଙ୍କା ଦାବି କଲେ ମଲାଇକା

malaika

Advertisment

ମୁମ୍ବାଇ: ମଲାଇକା ଆରୋରା ଏବଂ ତାଙ୍କ ପତି ଅରବାଜ ଖାନ୍‌ଙ୍କ ମଧ୍ୟରେ ସମ୍ପର୍କରେ ଭଟ୍ଟା ପଡିଛି। ୧୮ ବର୍ଷର ବୈବାହିକ ଜୀବନ ବିତାଇବା ପରେ ଉଭୟ ଅଲଗା ହେବା ପାଇଁ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଛାଡପତ୍ର ସହ ଭରଣପୋଷଣ ବାବଦକୁ ୧୫ କୋଟି ଦେବାକୁ ମଲାଇକା ଦାବି କରିଛନ୍ତି।

Advertisment

ଦୈନିକ ଭାସ୍କର ଖବର ରିପୋର୍ଟ ଅନୁସାରେ ମଲାଇବା ଦାବି କରିଥିବା ୧୫ କୋଟି ଟଙ୍କା ମଧ୍ୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ଫ୍ଲାଟ୍‌ ରହିଛି। ଏହାର ମୂଲ୍ୟ ୩.୫ କୋଟି ଟଙ୍କା। ପୁଅ ନାଁରେ ୨.୫ କୋଟି ଟଙ୍କାର ଏକ ଫିକ୍ସ ଡିପୋଜିଟ୍‌, ୨ କୋଟି ଟଙ୍କାର ଏକ କାର ରହିଛି। ଏହାସହ ପୁଅର ପାଠପଢା ଓ ତାକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତିମାସ ୫ ଲକ୍ଷ ଟଙ୍କାର ଭରଣପୋଷଣ ଦାବି କରିଛନ୍ତି। ନିଜ ପାଇଁ ମଲାଇକା ୫ କୋଟି ଟଙ୍କା ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe