Advertisment

୨୦୦କୋଟି କ୍ଲବରେ ‘ପ୍ରେମ ରତନ ଧନ୍ ପାୟୋ’

ମୁମ୍ବାଇ: ସଲମାନ ଓ ସୋନମଙ୍କ ‘ପ୍ରେମ୍ ରତନ୍ ଧନ୍ ପାୟୋ’ ୨୦୦କୋଟି କ୍ଲବରେ ସାମିଲ ହୋଇଛି। ସୁରଜ ବଡଜାତ୍ୟା ନିର୍ଦ୍ଦେଶିତ ‘ପ୍ରେମ୍ ରତନ୍ ଧନ୍ ପାୟୋ’ ଭାରତ ସମେତ ବିଦେଶରେ ମଧ୍ୟ ରିଲିଜ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମର ଆୟ ୨୦୨.୩୯ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଥମଦିନର ଆୟ ଓ ପ୍ରଥମ ସପ୍ତାହର ଆୟକୁ ମିଶାଇ ସବୁଠୁ କମ୍ ଦିନରେ ୧୦୦କୋଟି କ୍ଲବରେ ସାମିଲ ହେବାରେ ମଧ୍ୟ ଏହି ଫିଲ୍ମ ରେକର୍ଡ କରିଛି। ପ୍ରଥମ ପାଞ୍ଚଦିନରେ […]

‘ପ୍ରେମ ରତନ ଧନ୍ ପାୟୋ’ର ଟ୍ରେଲର ରିଲିଜ୍

Prem-Ratan-Dhan-Payo

Advertisment

ମୁମ୍ବାଇ: ସଲମାନ ଓ ସୋନମଙ୍କ ‘ପ୍ରେମ୍ ରତନ୍ ଧନ୍ ପାୟୋ’ ୨୦୦କୋଟି କ୍ଲବରେ ସାମିଲ ହୋଇଛି। ସୁରଜ ବଡଜାତ୍ୟା ନିର୍ଦ୍ଦେଶିତ ‘ପ୍ରେମ୍ ରତନ୍ ଧନ୍ ପାୟୋ’ ଭାରତ ସମେତ ବିଦେଶରେ ମଧ୍ୟ ରିଲିଜ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମର ଆୟ ୨୦୨.୩୯ କୋଟି ଟଙ୍କାରେ ପହଞ୍ଚିଛି। ପ୍ରଥମଦିନର ଆୟ ଓ ପ୍ରଥମ ସପ୍ତାହର ଆୟକୁ ମିଶାଇ ସବୁଠୁ କମ୍ ଦିନରେ ୧୦୦କୋଟି କ୍ଲବରେ ସାମିଲ ହେବାରେ ମଧ୍ୟ ଏହି ଫିଲ୍ମ ରେକର୍ଡ କରିଛି। ପ୍ରଥମ ପାଞ୍ଚଦିନରେ ଏହି ଫିଲ୍ମ ଭାରତରେ ୧୪୩.୩୯ କୋଟି ଟଙ୍କ। ଓ ବିଦେଶରେ ପ୍ରଥମ ଚାରିଦିନରେ ୫୯କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ନିର୍ମାଣରେ ୬୦ କୋଟି ଟଙ୍କ।, ପ୍ରଚାର ଓ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିଲା ୨୦ କୋଟି ଟଙ୍କା। ଏହି ଫିଲ୍ମ ଭାରତରେ ୪୫୦୦ ଓ ବିଦେଶରେ ୧୧୦୦ ଥିଏଟରରେ ରିଲିଜ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe