/odisha-reporter/media/post_attachments/uploads/2016/02/dipika.jpg)
dipika
ମୁମ୍ବାଇ: ଜୋରସୋରରେ ସୁଟିଂ ଆଗେଇ ଚାଲିଥିବା ଦୀପିକା ପଦୁକୋଣଙ୍କ ଅଭିନୀତ ପ୍ରଥମ ହଲିଉଡ ଫିଲ୍ମ ‘xXx : The Return Of Xander Cage’ ଆସନ୍ତାବର୍ଷ ଜାନୁଆରୀ ୨୦ରେ ରିଲିଜ ହେବ। ଏହାକୁ ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଏବେଠାରୁ ଭାରତରେ ମଧ୍ୟ ପ୍ରଚାର ଜୋର ଧରିଲାଣି। xXx: State of the union ଫିଲ୍ମର ଏହା ସିକ୍ୟୁଏଲ।
Advertisment
ଏହି ଫିଲ୍ମକୁ ଡି.ଜେ. କାରୁଶୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରୋଯୋଜନା ଦେଇଛନ୍ତି ନେଲ୍ ଏଚ୍. ମୋରିଜ୍, ଜେକ୍ରିଶ୍ଚେନ୍ବୌମ୍, ଜୋଇ ରୋଥ୍, ଏସ୍ ଭିନ୍ସେଣ୍ଟ ଓ ଭିନ୍ ଡିଶେଜ୍। ଏଥିରେ ବିଭିନ୍ନ ଭୂମିକାରେ ଭିନ୍ ଡିଶେଲ୍, ଏସଏଲ ଜ୍ୟାକ୍ସନ୍, ଡୋନୀ ୟେନ୍, ନିନା ଦୁବ୍ରେଭ୍, ଟୋନି ଝା, ରୁବି ରୋଜ୍ ଓ ୟୁ ୟିଫାନ୍ ଅଭିନୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
