Advertisment

୨୭ ବର୍ଷରେ ଅଭିନେତ୍ରୀ ପରିଣୀତି ଚୋପ୍ରା

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ୨୭ ବର୍ଷରେ ପାଦ ଦେଇଛନ୍ତି। ୨୨ ଅକ୍ଟୋବର, ୧୯୮୮ରେ ହରିୟାଣାର ଉମବାଲ୍ଳାରେ ସେ ଜନ୍ମ ଗ୍ରହଣ କରିଥିଲେ। ପରିଣତି ବ୍ୟାଙ୍କ୍ ନିବେଶକର୍ତ୍ତା ହେବାକୁ ଚାହିଁଥିଲେ। ତେବେ ମଞ୍ଚିଷ୍ଟର ବିଜିନେସ୍ ସ୍କୁଲରେ ବ୍ୟବସାୟ, ବିତ୍ତ ଓ ଅର୍ଥଶାସ୍ତ୍ରରେ ସମ୍ମାନ ପାଇବା ପରେ ୨୦୦୯ରେ ଆଥିକ ମାନ୍ଦାବସ୍ଥା ପରେ ଭାରତକୁ ଫେରି ଆସିଥିଲେ। ସେଠାରୁ ଫେରି ସେ ୟଶ୍ ରାଜ୍ ଫିଲ୍ମସରେ ଜନ ସମ୍ପର୍କ ପରାମର୍ଶ ଦାତା ଭାବେ କାମ ଆରମ୍ଭ […]

author-image
Rakesh Mallick
ଅଦ୍ୟତନ ହୋଇଛି
୨୭ ବର୍ଷରେ ଅଭିନେତ୍ରୀ ପରିଣୀତି ଚୋପ୍ରା

Parineeti-Choprattt

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ୨୭ ବର୍ଷରେ ପାଦ ଦେଇଛନ୍ତି। ୨୨ ଅକ୍ଟୋବର, ୧୯୮୮ରେ ହରିୟାଣାର ଉମବାଲ୍ଳାରେ ସେ ଜନ୍ମ ଗ୍ରହଣ କରିଥିଲେ। ପରିଣତି ବ୍ୟାଙ୍କ୍ ନିବେଶକର୍ତ୍ତା ହେବାକୁ ଚାହିଁଥିଲେ। ତେବେ ମଞ୍ଚିଷ୍ଟର ବିଜିନେସ୍ ସ୍କୁଲରେ ବ୍ୟବସାୟ, ବିତ୍ତ ଓ ଅର୍ଥଶାସ୍ତ୍ରରେ ସମ୍ମାନ ପାଇବା ପରେ ୨୦୦୯ରେ ଆଥିକ ମାନ୍ଦାବସ୍ଥା ପରେ ଭାରତକୁ ଫେରି ଆସିଥିଲେ। ସେଠାରୁ ଫେରି ସେ ୟଶ୍ ରାଜ୍ ଫିଲ୍ମସରେ ଜନ ସମ୍ପର୍କ ପରାମର୍ଶ ଦାତା ଭାବେ କାମ ଆରମ୍ଭ କରିଥିଲେ। ପରେ ଉକ୍ତ କମ୍ପାନୀରେ ୩ଟି ଫିଲ୍ମରେ  ଅଭିନେତ୍ରୀ ଭାବେ କାମ କରିବାକୁ ଚୁକ୍ତି  ପ୍ରକାଶ କରିଥିଲେ।

Advertisment

୨୦୧୧ରେ  ଲେଡିଜ୍ ଭର୍ସସେ ରିକି ବେଲ୍,  ଇସକଯାଦେ, ଶୁଦ୍ଧ ଦେଶୀ ରୋମାନସ୍ ଓ କିଲ୍ ଦଲି ପରି ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା। ସେ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ  ଫିଲ୍ମ ଫେୟାର ପୁରସ୍କାର ଓ ଜି ସିନେ ଆୱାର୍ଡ ପରି ଅନେକ ପୁରସ୍କାର ଜିତି ଦର୍ଶକଙ୍କ ମନ ମୋହିଛନ୍ତି।