Advertisment

୩୦୦କୋଟି କ୍ଲବରେ ‘ବାଜିରାଓ ମସ୍ତାନୀ’

ମୁମ୍ବାଇ: ସଞ୍ଜୟଲୀଲା ବଂଶାଲିଙ୍କ ନିର୍ଦ୍ଦେଶିତ ତଥା ଐତିହାସିକ ପୃଷ୍ଠଭୂମି ଉପରେ ନିର୍ମିତ ଫିଲ୍ମ ‘ବାଜିରାଓ ମସ୍ତାନୀ’ ସୋମବାର ୩୦୦କୋଟି ଟଙ୍କା ବ୍ୟବସାୟ କରିବା କ୍ଲବରେ ପ୍ରବେଶ କରିଛି। ବିଶ୍ୱସ୍ତରରେ ଡିସେମ୍ବର ୧୮ରୁ ରିଲିଜ ହୋଇଥିବା ଏହି ଫିଲ୍ମଟି ଏପର୍ଯ୍ୟନ୍ତ ପାଖାପାଖି ମୋଟ ୩୦୧ କୋଟି ବ୍ୟବସାୟ କରିଛି। ରଣବୀର ସିଂହ, ଦୀପିକା ପଦୁକୋଣ ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଫିଲ୍ମଟି ଭାରତରେ ୨୧୧ କୋଟି ଓ ବିଦେଶରେ ୯୦ କୋଟି ବ୍ୟବସାୟ କରିଛି।

‘ବାଜିରାଓ ମସ୍ତାନି’ର ଟ୍ରେଲର ଆଉଟ୍

bajirao matani

Advertisment

ମୁମ୍ବାଇ: ସଞ୍ଜୟଲୀଲା ବଂଶାଲିଙ୍କ ନିର୍ଦ୍ଦେଶିତ ତଥା ଐତିହାସିକ ପୃଷ୍ଠଭୂମି ଉପରେ ନିର୍ମିତ ଫିଲ୍ମ ‘ବାଜିରାଓ ମସ୍ତାନୀ’ ସୋମବାର ୩୦୦କୋଟି ଟଙ୍କା ବ୍ୟବସାୟ କରିବା କ୍ଲବରେ ପ୍ରବେଶ କରିଛି। ବିଶ୍ୱସ୍ତରରେ ଡିସେମ୍ବର ୧୮ରୁ ରିଲିଜ ହୋଇଥିବା ଏହି ଫିଲ୍ମଟି ଏପର୍ଯ୍ୟନ୍ତ ପାଖାପାଖି ମୋଟ ୩୦୧ କୋଟି ବ୍ୟବସାୟ କରିଛି। ରଣବୀର ସିଂହ, ଦୀପିକା ପଦୁକୋଣ ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଫିଲ୍ମଟି ଭାରତରେ ୨୧୧ କୋଟି ଓ ବିଦେଶରେ ୯୦ କୋଟି ବ୍ୟବସାୟ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe