Advertisment

‘୩୧ ଅକ୍ଟୋବର’  ଉପରେ ରୋକ୍‌ ଲଗାଇବାକୁ କୋର୍ଟରେ ଆବେଦନ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶର ସ୍ଥିତି ଓ ୧୯୮୪ ଶିଖ୍‌ ଦଙ୍ଗା ଉପରେ ଆଧାରିତ ଫିଲ୍ମ ’୩୧ ଅକ୍ଟୋବର’ ଉପରେ ରୋକ୍‌ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି। ଫିଲ୍ମଟି ଦେଶର ଏକ ପୁରୁଣା ରାଜନୈତିକ ଦଳକୁ ଟାର୍ଗେଟ୍‌ କରି ନିର୍ମାଣ କରାଯାଇଥିବା ଆବେଦନରେ ଦର୍ଶାଯାଇଛି। ଆବେଦନରେ ଆହୁରି କୁହାଯାଇଛି ଯେ, ଫିଲ୍ମ ନିର୍ମାତା କମ୍ପାନୀ ମାଜିକାଲ ଡ୍ରିମ୍‌ ପ୍ରଡକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଉକ୍ତ ରାଜନୈତିକ ଦଳର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି […]

ଅଦ୍ୟତନ ହୋଇଛି
‘୩୧ ଅକ୍ଟୋବର’  ଉପରେ ରୋକ୍‌ ଲଗାଇବାକୁ କୋର୍ଟରେ ଆବେଦନ

31st-october

Advertisment

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶର ସ୍ଥିତି ଓ ୧୯୮୪ ଶିଖ୍‌ ଦଙ୍ଗା ଉପରେ ଆଧାରିତ ଫିଲ୍ମ ’୩୧ ଅକ୍ଟୋବର’ ଉପରେ ରୋକ୍‌ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି। ଫିଲ୍ମଟି ଦେଶର ଏକ ପୁରୁଣା ରାଜନୈତିକ ଦଳକୁ ଟାର୍ଗେଟ୍‌ କରି ନିର୍ମାଣ କରାଯାଇଥିବା ଆବେଦନରେ ଦର୍ଶାଯାଇଛି।

Advertisment

ଆବେଦନରେ ଆହୁରି କୁହାଯାଇଛି ଯେ, ଫିଲ୍ମ ନିର୍ମାତା କମ୍ପାନୀ ମାଜିକାଲ ଡ୍ରିମ୍‌ ପ୍ରଡକସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଉକ୍ତ ରାଜନୈତିକ ଦଳର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ କରିବା ସହ କିଛି ବିଷୟ ବସ୍ତୁକୁ ଭୁଲ ଭାବେ ଉପସ୍ଥାପନ କରିଛନ୍ତି।  ଏହି ଫିଲ୍ମ ଅକ୍ଟୋବର ୭ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର କିଛି ସିନ୍‌ କଟାଯିବା ସହ ନିର୍ମାତା କମ୍ପାନୀ ବିରୋଧରେ ପଦକ୍ଷେପ ନିଆଯିବାକୁ ଆବେଦନରେ ଅନୁରୋଧ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe