Advertisment

ଏହି ୫ ଫିଲ୍ମ ପାଇଁ ଶାହାରୁଖ୍‌ ସାଜିଛନ୍ତି ବଲିଉଡ୍‌ର ବାଦ୍‌ଶାହ

ମୁମ୍ବାଇ: ଆଜି ଶାହାରୁଖ୍‌ଙ୍କ ତାଙ୍କର ୫୩ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏମିତିରେ ତ ସେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ କିନ୍ତୁ ବଲିଉଡ୍‌ରେ ‘ବ୍ୟାକ୍ ଟୁ ବ୍ୟାକ୍‌’ ହିଟ୍‌ ଫିଲ୍ମ ଦେଇ ସେ ସାଜିଛନ୍ତି ବାଦ୍‌ଶାହ। ତାଙ୍କର ଫିଲ୍ମ କ୍ୟାରିଅର ‘ଦିୱାନା’ ଫିଲ୍ମରୁ ଆରମ୍ଭ ହୋଇଥିଲା। ତେବେ ଚାଲନ୍ତୁ ଆଜି ଶାହାରୁଖ୍‌ଙ୍କ ଏମିତି ୫ଟି ବ୍ଲକବଷ୍ଟର ଫିଲ୍ମ ବିଷୟରେ ଜାଣିବା ଯେଉଁଥିପାଇଁ ସେ ବଲିଉଡ୍‌ର ବାଦ୍‌ଶାହର ଆଖ୍ୟା ପାଇଛନ୍ତି। ଡର୍‌, ଅଞ୍ଜାମ୍‌ ଓ ବାଜିଗର ଭଳି […]

ଅଦ୍ୟତନ ହୋଇଛି
ଏହି ୫ ଫିଲ୍ମ ପାଇଁ ଶାହାରୁଖ୍‌ ସାଜିଛନ୍ତି ବଲିଉଡ୍‌ର ବାଦ୍‌ଶାହ

saharukh6

Advertisment

ମୁମ୍ବାଇ: ଆଜି ଶାହାରୁଖ୍‌ଙ୍କ ତାଙ୍କର ୫୩ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏମିତିରେ ତ ସେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ କିନ୍ତୁ ବଲିଉଡ୍‌ରେ ‘ବ୍ୟାକ୍ ଟୁ ବ୍ୟାକ୍‌’ ହିଟ୍‌ ଫିଲ୍ମ ଦେଇ ସେ ସାଜିଛନ୍ତି ବାଦ୍‌ଶାହ। ତାଙ୍କର ଫିଲ୍ମ କ୍ୟାରିଅର ‘ଦିୱାନା’ ଫିଲ୍ମରୁ ଆରମ୍ଭ ହୋଇଥିଲା। ତେବେ ଚାଲନ୍ତୁ ଆଜି ଶାହାରୁଖ୍‌ଙ୍କ ଏମିତି ୫ଟି ବ୍ଲକବଷ୍ଟର ଫିଲ୍ମ ବିଷୟରେ ଜାଣିବା ଯେଉଁଥିପାଇଁ ସେ ବଲିଉଡ୍‌ର ବାଦ୍‌ଶାହର ଆଖ୍ୟା ପାଇଛନ୍ତି।

Advertisment

ଡର୍‌, ଅଞ୍ଜାମ୍‌ ଓ ବାଜିଗର ଭଳି ଫିଲ୍ମରେ ନକରାତ୍ମକ ଚରିତ୍ରରେ ନଜର ଆସିଥିବା ଶାହାରୁଖ୍‌ ଅନ୍ୟ ଫିଲ୍ମରେ କିନ୍ତୁ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି।

ଶାହାରୁଖ୍‌ଙ୍କ ଏମିତି ଫିଲ୍ମ ଅଛି ଯାହା ବେଶି ସଫଳ ହୋଇ ନ ଥିଲେ ବି ତାଙ୍କୁ ସେଥିରୁ ବେଶ୍‌ ଲୋକପ୍ରିୟତା ମିଳିଛି। ସେ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ରାଜୁ ବନ୍‌ ଗୟା ଜେଣ୍ଚେଲ୍‌ମ୍ୟାନ୍‌, ଫିର୍‌ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ, ଡୁପ୍ଲିକେଟ୍‌ ଇତ୍ୟାଦି। ଆଉ ତାଙ୍କର କିଛି ସୁପରହିଟ୍‌ ଫିଲ୍ମ ହେଉଛି ଦେବ୍‌ଦାସ୍‌, ଦିଲ୍‌ବାଲେ ଦୁଲ୍‌ହନିଆଁ ଲେ ଜାଏଙ୍ଗେ, ମାଇ ନେମ୍‌ ଇଜ୍‌ ଖାନ୍‌, ଚକ୍‌ ଦେ ଇଣ୍ଡିଆ ।
ନିଜର ୨୬ ବର୍ଷରୁ ଅଧିକ ଅଭିନୟ ଦୁନିଆକୁ ଦେଇଥିବା ବଲିଉଡ୍‌ର ବାଦାଶାହଙ୍କ ୫ଟି ଜବରଦସ୍ତ ଫିଲ୍ମର ଝଲକ୍‌ ଚାଲନ୍ତୁ ଦେଖିବା।

Advertisment

ଦିଲ୍‌ୱାଲେ ଦୁଲ୍‌ହନିଆଁ ଲେ ଜାଏଙ୍ଗେ:

ଦିଲ୍‌ ତୋ ପାଗଲ୍‌ ହୈ:

କୁଛ୍‌କୁଛ୍‌ ହୋତା ହୈ:

ମୋହବତୈ:

ଚକ୍‌ଦେ ଇଣ୍ଡିଆ:

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe