Advertisment

୬ ନଭେମ୍ୱରରେ ପରଦାକୁ ଆସିବ ‘କଫି ୱିଥ୍‌ କରଣ’

ମୁମ୍ୱାଇ: ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ନିଜର ସେଲିବ୍ରେଟି ଟକ୍‌ ଶୋ ‘କଫି ୱିଥ୍‌ କରଣ’କୁ ନେଇ ପୁଣି ଥରେ ଛୋଟ ପରଦାକୁ ଆସୁଛନ୍ତି। ଆସନ୍ତା ନଭେମ୍ୱର ୬ରେ ଏହି ଶୋ’ର ପ୍ରଥମ ଅଧ୍ୟାୟର ପ୍ରସାରଣ ହେବ। ଏହି ଶୋ’ର ପ୍ରଥମ ଅତିଥି କିଏ ହେବ ସେନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ଏ ସମ୍ପର୍କରେ କୌଣସି ଅଫିସିଆଲି ସୂଚନା ଦିଆଯାଇ ନାହିଁ। ପାକିସ୍ତାନ ଅଭିନେତା ଫୱାଦ ଖାନ୍‌ ଏହି ଶୋ’ର ପ୍ରଥମ […]

୬ ନଭେମ୍ୱରରେ ପରଦାକୁ ଆସିବ ‘କଫି ୱିଥ୍‌ କରଣ’

koffee

Advertisment

ମୁମ୍ୱାଇ: ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ନିଜର ସେଲିବ୍ରେଟି ଟକ୍‌ ଶୋ ‘କଫି ୱିଥ୍‌ କରଣ’କୁ ନେଇ ପୁଣି ଥରେ ଛୋଟ ପରଦାକୁ ଆସୁଛନ୍ତି। ଆସନ୍ତା ନଭେମ୍ୱର ୬ରେ ଏହି ଶୋ’ର ପ୍ରଥମ ଅଧ୍ୟାୟର ପ୍ରସାରଣ ହେବ।

Advertisment

ଏହି ଶୋ’ର ପ୍ରଥମ ଅତିଥି କିଏ ହେବ ସେନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ଏ ସମ୍ପର୍କରେ କୌଣସି ଅଫିସିଆଲି ସୂଚନା ଦିଆଯାଇ ନାହିଁ। ପାକିସ୍ତାନ ଅଭିନେତା ଫୱାଦ ଖାନ୍‌ ଏହି ଶୋ’ର ପ୍ରଥମ ଅତିଥି ହୋଇପାରନ୍ତି ବୋଲି କୁହାଯାଉଥିଲା। ତେବେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ଦେଖି ଏହି ଶୋ’ରେ ଫୱାଦଙ୍କୁ  ଅତିଥି ଭାବେ ଆଣିବାକୁ ମନା କରାଯାଇଛି।

ଶୋ’ର ପଞ୍ଚୟ ଅଧ୍ୟାୟରେ କିଙ୍ଗଖାନ୍ ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe