‘ଏ ଦିଲ୍‌ ହେ ମୁସ୍କିଲ୍‌’ର ପ୍ରଥମ ଟିଜର ରିଲିଜ୍‌

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ୍‌’ର  ପ୍ରଥମ ଟିଜର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ପ୍ରଥମର ପାଇଁ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ ଏକାଠି ଦେଖିବାକୁ ମିଳିବ । ଏହା ସହ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଫୱାଦ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ଲଣ୍ଡନ, ପ୍ୟାରିସ ଓ ମୁମ୍ବାଇରେ ହୋଇଛି।

ଚଳଚିତ୍ରଟି ଦିପାବଳୀରେ ରିଲିଜ୍ ହେବ।

ଆହୁରି ପଢ଼ନ୍ତୁ

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ