Advertisment

‘ଏ ଦିଲ୍‌ ହେ ମୁସ୍କିଲ୍‌’ର ପ୍ରଥମ ଟିଜର ରିଲିଜ୍‌

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ୍‌’ର  ପ୍ରଥମ ଟିଜର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ପ୍ରଥମର ପାଇଁ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ ଏକାଠି ଦେଖିବାକୁ ମିଳିବ । ଏହା ସହ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଫୱାଦ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ଲଣ୍ଡନ, ପ୍ୟାରିସ ଓ ମୁମ୍ବାଇରେ ହୋଇଛି। ଚଳଚିତ୍ରଟି ଦିପାବଳୀରେ ରିଲିଜ୍ ହେବ।

author-image
Rakesh Mallick
ଅଦ୍ୟତନ ହୋଇଛି
‘ଏ ଦିଲ୍‌ ହେ ମୁସ୍କିଲ୍‌’ର ପ୍ରଥମ ଟିଜର ରିଲିଜ୍‌

karan-johars -

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଏ ଦିଲ୍‌ ହେ ମୁସ୍କିଲ୍‌’ର  ପ୍ରଥମ ଟିଜର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ପ୍ରଥମର ପାଇଁ ନୀଳ ନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ରଣବୀର କପୁରଙ୍କୁ ଏକାଠି ଦେଖିବାକୁ ମିଳିବ । ଏହା ସହ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଫୱାଦ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ଲଣ୍ଡନ, ପ୍ୟାରିସ ଓ ମୁମ୍ବାଇରେ ହୋଇଛି।

Advertisment

ଚଳଚିତ୍ରଟି ଦିପାବଳୀରେ ରିଲିଜ୍ ହେବ।