Advertisment

‘ଏ ଦିଲ ହେ ମୁସକିଲ’ ପାଇଁ ଖୋଲିଲା ହେଲପ୍‌ଲାଇନ ଷ୍ଟାଟସ

ମୁମ୍ବାଇ: ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଥିବା କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ବିପକ୍ଷରେ ଗୋଟିଏ ପରେ ଗୋଟିଏ ବାଧା ଉପୁଜିବାରେ ଲାଗିଛି। ମଲଟିପ୍ଲେକ୍ସ ମାଲିକଙ୍କୁ ଫିଲ୍ମ ରିଲିଜ ନ କରିବାକୁ ମହାରାଷ୍ଟ୍ର ନବ ନିର୍ମାଣ ସେନା ତରଫରୁ ଧମକ ଦିଆଯାଇଛି। ପୋଲିସ ଏବଂ ଫିଲ୍ମର ପ୍ରଡ୍ୟୁସରଙ୍କ ଆଲୋଚନା ପରେ ଏକ ହେଲପ ଲାଇନ୍ ଷ୍ଟାଟସ ଖୋଲାଯାଇଛି। ଏହି ହେଲପ ଲାଇନ୍ ଜରିଆରେ ସବୁ ସିଙ୍ଗଲ ଏବଂ ମଲଟିପ୍ଲେକ୍ସର ମାଲିକ ସିଧା ସଳଖ […]

‘ଏ ଦିଲ ହେ ମୁସକିଲ’ ପାଇଁ ଖୋଲିଲା ହେଲପ୍‌ଲାଇନ ଷ୍ଟାଟସ

ranbir

Advertisment

ମୁମ୍ବାଇ: ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଥିବା କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ବିପକ୍ଷରେ ଗୋଟିଏ ପରେ ଗୋଟିଏ ବାଧା ଉପୁଜିବାରେ ଲାଗିଛି। ମଲଟିପ୍ଲେକ୍ସ ମାଲିକଙ୍କୁ ଫିଲ୍ମ ରିଲିଜ ନ କରିବାକୁ ମହାରାଷ୍ଟ୍ର ନବ ନିର୍ମାଣ ସେନା ତରଫରୁ ଧମକ ଦିଆଯାଇଛି।

Advertisment

ପୋଲିସ ଏବଂ ଫିଲ୍ମର ପ୍ରଡ୍ୟୁସରଙ୍କ ଆଲୋଚନା ପରେ ଏକ ହେଲପ ଲାଇନ୍ ଷ୍ଟାଟସ ଖୋଲାଯାଇଛି। ଏହି ହେଲପ ଲାଇନ୍ ଜରିଆରେ ସବୁ ସିଙ୍ଗଲ ଏବଂ ମଲଟିପ୍ଲେକ୍ସର ମାଲିକ ସିଧା ସଳଖ କ୍ରାଇମବ୍ରାଞ୍ଚ ଓ ପୋଲିସଙ୍କ ସହ ଯୋଗାଯୋଗରେ ରହିବେ। କୌଣସି ସ୍ଥାନରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଜଣାଇବାକୁ ଏହି ହେଲପ୍‌ଲାଇନ୍‌ ଷ୍ଟାସନ ଖୋଲାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe