ବିପଦ ବେଳେ ବନ୍ଧୁଙ୍କ ହାତ ଛାଡ଼ି ନଥିଲେ ନୌଶାଦ

ମୁମ୍ବାଇ: ବଲିଉଡ୍‌ରେ ଅନେକ ବନ୍ଧୁ ଅଛନ୍ତି, ଯେଉଁମାନଙ୍କ ବନ୍ଧୁତ୍ୱକୁ ନେଇ ବେଶ୍ ଚର୍ଚ୍ଚା ହୁଏ। ସେମାନଙ୍କ ମଧ୍ୟରେ ଅଛନ୍ତି ଅନ୍ୟତମ ପ୍ରସିଦ୍ଧ ଲେଖକ ତଥା ଗୀତିକାର ହେଉଛନ୍ତି ଶକୀଲ୍‌ ବଦାୟୁନି ଏବଂ ସଂଗୀତ ନିର୍ଦ୍ଦେଶକ ନୌଶାଦ। ଏ ଦୁହେଁ ପ୍ରାୟ ୨୫ ବର୍ଷ ଧରି ଏକାଠି କାମ କରିଥିଲେ। ନୌଶାଦଙ୍କ ପାଇଁ ଅନେକ ଫିଲ୍ମରେ ହିଟ୍‌ ଗୀତ ଲେଖିଥିଲେ ଶକୀଲ। ଏହି ଯୋଡ଼ି ‘ଦିଦାର୍‌’, ‘ବୈଜୁ ବାୱରା’, ‘ମଦର ଇଣ୍ଡିଆ’, ’ମୁଗଲ୍-ଏ-ଆଜମ୍‌’, ‘ଦୁଲାରି’, ‘ଶବାବ୍’ ଓ ‘ମେରେ […]

bollywood

bollywood

Biswobandita Swain
  • Published: Saturday, 03 August 2019
  • Updated: 03 August 2019, 04:18 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଅନେକ ବନ୍ଧୁ ଅଛନ୍ତି, ଯେଉଁମାନଙ୍କ ବନ୍ଧୁତ୍ୱକୁ ନେଇ ବେଶ୍ ଚର୍ଚ୍ଚା ହୁଏ। ସେମାନଙ୍କ ମଧ୍ୟରେ ଅଛନ୍ତି ଅନ୍ୟତମ ପ୍ରସିଦ୍ଧ ଲେଖକ ତଥା ଗୀତିକାର ହେଉଛନ୍ତି ଶକୀଲ୍‌ ବଦାୟୁନି ଏବଂ ସଂଗୀତ ନିର୍ଦ୍ଦେଶକ ନୌଶାଦ। ଏ ଦୁହେଁ ପ୍ରାୟ ୨୫ ବର୍ଷ ଧରି ଏକାଠି କାମ କରିଥିଲେ। ନୌଶାଦଙ୍କ ପାଇଁ ଅନେକ ଫିଲ୍ମରେ ହିଟ୍‌ ଗୀତ ଲେଖିଥିଲେ ଶକୀଲ। ଏହି ଯୋଡ଼ି ‘ଦିଦାର୍‌’, ‘ବୈଜୁ ବାୱରା’, ‘ମଦର ଇଣ୍ଡିଆ’, ’ମୁଗଲ୍-ଏ-ଆଜମ୍‌’, ‘ଦୁଲାରି’, ‘ଶବାବ୍’ ଓ ‘ମେରେ ମେହବୁବ’ ଭଳି ଫିଲ୍ମରେ ଏକାଠି କାମ କରିଥିଲେ। ଏହିସବୁ ଫିଲ୍ମର ଗୀତଗୁଡ଼ିକ ଆଜି ବି ହୃଦୟକୁ ଛୁଇଁଯାଏ। ଏକାଠି କାମ କରିବା ଭିତରେ ଶକୀଲ ଓ ନୌଶାଦଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଆଉ ଏହି ବନ୍ଧୁତା ଶକୀଲଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ରହିଥିଲା।

[caption id="attachment_415202" align="aligncenter" width="750"]naushad1 ନୌଶାଦ[/caption]

କୁହାଯାଏ, ଯିଏ କେବଳ ସୁଖ ସମୟରେ ପାଖରେ ଥାଏ ଓ ବିପଦ ବେଳେ ଦେଖା ନଦିଏ, ସେ ପ୍ରକୃତ ବନ୍ଧୁ ନୁହେଁ। ଆଉ ଯିଏ ବିପଦ ବେଳେ ପାଖେପାଖେ ରହେ ସେ ହିଁ ପ୍ରକୃତ ବନ୍ଧୁ। ନୌଶାଦ ଓ ଶକୀଲଙ୍କ ବନ୍ଧୁତା ବି ଏମିତି ଥିଲା। ଏମିତି ଏକ ସମୟ ଆସିଲା ଯେତେବେଳେ ଶକୀଲ ଅସୁବିଧାରେ ଥିଲେ। ଆଉ ସେତେବେଳେ ଜଣେ ପ୍ରକୃତ ବନ୍ଧୁ ଭାବେ ତାଙ୍କୁ ସାହାଯ୍ୟ କରିଥିଲେ ନୌଶାଦ।

ସକିଲ୍‌ ଟିବି ରୋଗରେ ଆକ୍ରାନ୍ତ ଥିଲେ। ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଥିଲା। ଏହି ସମୟରେ ନୌଶାଦ ତାଙ୍କୁ ୩ଟି ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ। ଏହି ଫିଲ୍ମଗୁଡ଼ିକରେ ଗୀତ ଲେଖିବା ପରେ ଶକୀଲଙ୍କୁ ୧୦ଗୁଣା ଅଧିକ ଫିସ୍‌ ଦିଆଯାଇଥିଲା। ସୂଚନାଯୋଗ୍ୟ, ବମ୍ବେର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶକୀଲଙ୍କ ମୃତ୍ୟୁ ହୋଇଥିଲା। ୧୯୧୬ ଅଗଷ୍ଟ ୩ ତାରିଖରେ ଜନ୍ମ ହୋଇଥିବା ଶକୀଲ ୧୯୭୦ ଏପ୍ରିଲ୍ ୨୦ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story