Advertisment

ଆଈ ହେଲେ ଡ୍ରିମଗାର୍ଲ ହେମାମାଳିନୀ

ନୂଆଦିଲ୍ଲୀ: ବଲିଉଡର ଡ୍ରିମଗାର୍ଲ ହେମାମାଳିନୀ ଆଈ ହୋଇଛନ୍ତି। ରିଲ୍ ନୁହେଁ ରିୟଲ ଲାଇଫରେ ଆଈ ହୋଇଛନ୍ତି ହେମା। ହେମାଙ୍କ ସାନ ଝିଅ ଆହାନା ଦେଓଲ‌୍‍ ବୋହରା  ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶୁଭେଚ୍ଛା ଜଣାଇଥିବା ଲୋକଙ୍କୁ  ହେମା ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି।  ମା’ ଓ ପୁଅ ସୁସ୍ଥ ଥିବା ସେ ଲେଖିଛନ୍ତି। ସୂଚନାଯୋଗ୍ୟଯେ, ଆହାନା ୨ ଫେବୃଆରୀ ୨୦୧୪ରେ ବ୍ୟବସାୟୀ ବେଭବ ବୋହରାଙ୍କୁ ବିବାହ କରିଥିଲେ।

author-image
Rakesh Mallick
ଆଈ ହେଲେ ଡ୍ରିମଗାର୍ଲ ହେମାମାଳିନୀ

hema

ନୂଆଦିଲ୍ଲୀ: ବଲିଉଡର ଡ୍ରିମଗାର୍ଲ ହେମାମାଳିନୀ ଆଈ ହୋଇଛନ୍ତି। ରିଲ୍ ନୁହେଁ ରିୟଲ ଲାଇଫରେ ଆଈ ହୋଇଛନ୍ତି ହେମା। ହେମାଙ୍କ ସାନ ଝିଅ ଆହାନା ଦେଓଲ‌୍‍ ବୋହରା  ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଶୁଭେଚ୍ଛା ଜଣାଇଥିବା ଲୋକଙ୍କୁ  ହେମା ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି।  ମା’ ଓ ପୁଅ ସୁସ୍ଥ ଥିବା ସେ ଲେଖିଛନ୍ତି।

Advertisment

ସୂଚନାଯୋଗ୍ୟଯେ, ଆହାନା ୨ ଫେବୃଆରୀ ୨୦୧୪ରେ ବ୍ୟବସାୟୀ ବେଭବ ବୋହରାଙ୍କୁ ବିବାହ କରିଥିଲେ।