Advertisment

ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁଙ୍କୁ ବ୍ରେକ୍ ଦେବେ ସଲମାନ

ମୁମ୍ବାଇ: ସଲମାନଙ୍କ ନୂଆ ପ୍ରୋଜେକ୍ଟରେ ଆଉ ଜଣେ ଷ୍ଟାର କିଡ୍। ଶୁଣିବାକୁ ମିଳୁଛି ଖୁବଶୀଘ୍ର ସଲମାନ ଖାନ ବ୍ରେକ ଦେବାକୁ ଯାଉଛନ୍ତି ‘ମୈନେ ପ୍ୟାର କିୟା’ର ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁଙ୍କୁ। ରିସେଣ୍ଟଲି  ସଲମାନଙ୍କ ମୁଭି ‘ହିରୋ’ରେ ଦୁଇ ଜଣ ଷ୍ଟାର କିଡ୍ ଆଦିତ୍ୟ ପାଂଚୋଲିଙ୍କ ପୁଅ ସୁରଜ ପାଂଚୋଲି ଓ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ଏଣ୍ଟ୍ରି ମିଳିଥିଲା ବଲିଉଡରେ। ‘ମୈନେ ପ୍ୟାର କିୟା’ ଫିଲ୍ମରେ ସଲମାନଙ୍କ କୋ ଷ୍ଟାର ଥିଲେ ଭାଗ୍ୟଶ୍ରୀ। ଭାଗ୍ୟଶ୍ରୀ […]

author-image
Rakesh Mallick
ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁଙ୍କୁ ବ୍ରେକ୍ ଦେବେ ସଲମାନ

abhimanyu

abhimanyuମୁମ୍ବାଇ: ସଲମାନଙ୍କ ନୂଆ ପ୍ରୋଜେକ୍ଟରେ ଆଉ ଜଣେ ଷ୍ଟାର କିଡ୍। ଶୁଣିବାକୁ ମିଳୁଛି ଖୁବଶୀଘ୍ର ସଲମାନ ଖାନ ବ୍ରେକ ଦେବାକୁ ଯାଉଛନ୍ତି 'ମୈନେ ପ୍ୟାର କିୟା'ର ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁଙ୍କୁ। ରିସେଣ୍ଟଲି  ସଲମାନଙ୍କ ମୁଭି 'ହିରୋ'ରେ ଦୁଇ ଜଣ ଷ୍ଟାର କିଡ୍ ଆଦିତ୍ୟ ପାଂଚୋଲିଙ୍କ ପୁଅ ସୁରଜ ପାଂଚୋଲି ଓ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ଏଣ୍ଟ୍ରି ମିଳିଥିଲା ବଲିଉଡରେ।

Advertisment

'ମୈନେ ପ୍ୟାର କିୟା' ଫିଲ୍ମରେ ସଲମାନଙ୍କ କୋ ଷ୍ଟାର ଥିଲେ ଭାଗ୍ୟଶ୍ରୀ। ଭାଗ୍ୟଶ୍ରୀ ଓ ସଲମାନଙ୍କ ଭିତରେ ଥିବା ସେହି ବନ୍ଧୁତା ଏବେ ବି ବଳବତ୍ତର ରହିଛି। ବଲିଉଡରେ ନ୍ୟୁକମରଙ୍କୁ ଚାନ୍ସ ଦେବାରେ ସଲୁଭାଇ ବେଶ ଆଭଗର। ଆଉ ଏହି ଦୌଡ଼ରେ ଏବେ ସାମିଲ ହେବାକୁ ଯାଉଛନ୍ତି ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ।