ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋଶାଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ଖାଲି ଏତିକି ନୁହେଁ ୟୁଜର୍ସଙ୍କ କମେଣ୍ଟର ଜବାବ ବି ଦିଅନ୍ତି, ଯାହାର ଏକ ଉଦାହରଣ ପୁଣି ଦେଖିବାକୁ ମିଳିଛି। ଜଣେ ୟୁଜରଙ୍କୁ କଡ଼ା ଜବାବ ଦେଇ ତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବଲିଉଡର ଜୁନିୟର ବଚ୍ଚନ।

ଆଜିକାଲି ବଲିଉଡ୍ ଡ୍ରଗ୍ସ କନେକ୍ସନକୁ ନେଇ ଚର୍ଚ୍ଚା ଜୋରଶୋର୍ ଚାଲିଛି। ଦୀପିକା ପାଦୁକୋନଙ୍କ ଚାଟ୍ ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଚ୍ଯାଟରେ ଦୀପିକା କହିଥିଲେ- ‘ମାଲ୍ ହେ କ୍ୟା?’, ଯାହାକୁ ନେଇ ଲଗାତର ସୋଶାଲ ମିଡିଆରେ ମିମ୍ ଦେଖିବାକୁ ମିଳୁଛି।

ଏହାକୁ ନେଇ ଅଭିଷେକ ବଚ୍ଚନଙ୍କୁ ଜଣେ ୟୁଜସ ଟ୍ରୋଲ୍ କରିଛନ୍ତି। ସେ ଲେଖିଛନ୍ତି, “ହାଶ୍ ହେ କ୍ୟା?” ହେଲେ ଅଭିଷେକ ଚୁପ୍ ନ ରହି ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ନା’, କ୍ଷମା କରିବେ। ଏମିତି କରନ୍ତୁ ନାହିଁ। ହେଲେ ମୋତେ ତୁମକୁ ସାହାଯ୍ୟ କରି ଖୁସି ଅନୁଭବ ହେବ। ମୋର ବିଶ୍ୱାସ ୟେ, ମୁମ୍ବାଇ ପୁଲିସ ତୁମର ଆବଶ୍ୟକତା ଜାଣି ଖୁସି ହେବେ ଏବଂ ତୁମର ସହାୟତା କରିବେ।

ଅଭିଷେକଙ୍କ ଏଭଳି ଜବାବ ପରେ ଟ୍ରୋଲର୍ ଚୁପ୍ ରହିନାହାନ୍ତି। ସେ ପୁଣି ଲେଖିଛନ୍ତି, “ଆପଣଙ୍କ ପିଆର ମୋତେ ନିର୍ଯାତନା ଦେଉଛନ୍ତି। ନିର୍ଲଜ ବଚ୍ଚନ।” ତେବେ ଅଭିଷେକ ପୁଣି ଏହାର ଜବାବ ଦେଇ ଲେଖିଛନ୍ତି, ମାଡାମ୍ ମୋର କେହି ପିଆର୍ ନାହାନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ନ୍ୟୁଜିଲାଣ୍ଡର ସାଂସଦ ହେଲେ ଭାରତୀୟ ବଂଶୋଦ୍ଭବ