Advertisment

ରିହାବ୍‌ ସେଣ୍ଟରରେ ପହଞ୍ଚିଲେ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ର ଅଭିନେତା

ମୁମ୍ବାଇ: ଗତ କିଛି ଦିନ ଚର୍ଚ୍ଚାରେ ଥିଲା ହଲିଉଡ୍‌ ଫିଲ୍ମ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’। ଏହି ଫିଲ୍ମକୁ ଦେଖିବା ପାଇଁ ଲୋକେ ସିନେମା ହଲ୍‌ ବାହାରେ ଲମ୍ବା ଲାଇନ୍‌ ଲଗାଇ ଟିକେଟ୍‌ କାଟୁଥିଲେ। ଏକ ପ୍ରକାର ଉତ୍ସାହ ଆଣିଦେଇଥିଲା ଏହି ଫିଲ୍ମ। କାରଣ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ର ଏହା ଥିଲା ଅନ୍ତିମ ସିରିଜ୍‌। ଫିଲ୍ମରେ ପ୍ରତ୍ୟେକ କଳାକର ଜବରଦସ୍ତ ଅଭିନୟ କରିଥିଲେ। କିନ୍ତୁ ଏବେ ଯାହା ସୂଚନା ମିଳିଛି ଏହି ଫିଲ୍ମର ଅଭିନେତା କିଟ୍‌ ହେରିଂଗ୍‌ଟନ ଏହି […]

ଅଦ୍ୟତନ ହୋଇଛି
ରିହାବ୍‌ ସେଣ୍ଟରରେ ପହଞ୍ଚିଲେ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ର ଅଭିନେତା

kit-harington

Advertisment

ମୁମ୍ବାଇ: ଗତ କିଛି ଦିନ ଚର୍ଚ୍ଚାରେ ଥିଲା ହଲିଉଡ୍‌ ଫିଲ୍ମ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’। ଏହି ଫିଲ୍ମକୁ ଦେଖିବା ପାଇଁ ଲୋକେ ସିନେମା ହଲ୍‌ ବାହାରେ ଲମ୍ବା ଲାଇନ୍‌ ଲଗାଇ ଟିକେଟ୍‌ କାଟୁଥିଲେ। ଏକ ପ୍ରକାର ଉତ୍ସାହ ଆଣିଦେଇଥିଲା ଏହି ଫିଲ୍ମ। କାରଣ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ର ଏହା ଥିଲା ଅନ୍ତିମ ସିରିଜ୍‌। ଫିଲ୍ମରେ ପ୍ରତ୍ୟେକ କଳାକର ଜବରଦସ୍ତ ଅଭିନୟ କରିଥିଲେ। କିନ୍ତୁ ଏବେ ଯାହା ସୂଚନା ମିଳିଛି ଏହି ଫିଲ୍ମର ଅଭିନେତା କିଟ୍‌ ହେରିଂଗ୍‌ଟନ ଏହି ସିରିଜ୍‌ ସରିବା ପରେ ରିହାବ୍‌ ସେଣ୍ଟରରେ ଯୋଗଦେଇଥିଲେ। ଗତ କିଛି ଦିନ ହେବ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଇ ଗତି କରୁଥିବାରୁ ହେରିଂଗ୍‌ଟନଙ୍କୁ ରିହାବ୍‌ ସେଣ୍ଟରରେ ରଖି ଚିକିତ୍ସା କରାଯାଉଛି।

Advertisment

publive-imageରିପୋର୍ଟ ଅନୁଯାୟୀ, ହେରିଂଟନ୍‌ ବହୁତ ମଦ୍ୟପାନ କରୁଥିବାରୁ ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ଏହି ସିରିଜ୍‌ରେ ଭାରି କଷ୍ଟୁମ୍ୟ ପିନ୍ଧି ରହିବା ବଡ କଷ୍ଟକର ହୋଇଥିଲା ତେଣୁ ସେ ବହୁ ଶାରୀରିକ କଷ୍ଟ ମଧ୍ୟ ଭୋଗୁଥିଲେ।

publive-imageଗତ ୮ବର୍ଷ ହେବ ଚାଲିଥିବା ଏହି ସିରିଜ୍‌ର ଏହା ଶେଷ ସିରିଜ୍‌ ଥିଲା। କିନ୍ତୁ ଦର୍ଶକମାନେ ଏହି ଶେଷ ସିରିଜ୍‌ କନସେପ୍ଟକୁ ନେଇ ଏତେଟା  ଖୁସି ନଥିଲେ। ଏସମ୍ପର୍କରେ ହେରିଂଗ୍‌ଟନ କହିଛନ୍ତି- ‘କିଏ କିଛି ବି ଭାବୁ ମୁଁ ସିରିଜ୍‌ ନିର୍ମାଣ କରିଥିବା ଟିମ୍‌କୁ କିଛି ଦୋଷ ଦେବାକୁ ଚାହୁଁନି। ପ୍ରଶଂସକ ନିରାଶ ହେଲେ ସତ କିନ୍ତୁ ପୁରା ଟିମ୍‌ ଏହି ସିଜନ୍‌କୁ କରିବା ପାଇଁ ବେଶ୍‌ ପରିଶ୍ରମ କରିଥିଲେ।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe