"ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସୁପରଷ୍ଟାର ତଥା ଡିଏମଡିକେ ଚିଫ୍ କ୍ୟାପଟେନ ବିଜୟକାନ୍ତ ଆଉ ନାହାନ୍ତି। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ବିଜୟକାନ୍ତ କୋଭିଡ ପଜିଟିଜ ଚିହ୍ନଟ ହୋଇଥିଲେ।Advertisment "