Advertisment

ସାଉଥ ସୁପରଷ୍ଟାର ବିଜୟକାନ୍ତଙ୍କ ପରଲୋକ

ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

Advertisment

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସୁପରଷ୍ଟାର ତଥା ଡିଏମଡିକେ ଚିଫ୍‌ କ୍ୟାପଟେନ ବିଜୟକାନ୍ତ ଆଉ ନାହାନ୍ତି। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ବିଜୟକାନ୍ତ କୋଭିଡ ପଜିଟିଜ ଚିହ୍ନଟ ହୋଇଥିଲେ।

Advertisment
Artist Passes Away Vijayakanth Chennai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe