Advertisment

ନିଶା ସେବନ ଠାରୁ ଦୂରେଇ ରହିବାକୁ ଅନୁରୋଧ କଲେ ଅଭିନେତା ସାତ୍ୟକି ମିଶ୍ର

ମୁଖ କର୍କଟର ଅପରେସନ ହେବା ପରେ ଲୋକମାନଙ୍କୁ ମଦ, ସିଗାରେଟ ଓ ଗୁଟଖା ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

author-image
Manoj Swain

ନିଶା ସେବନ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କଲେ ଅଭିନେତା ସାତ୍ୟକି ମିଶ୍ର। ମୁଖ କର୍କଟର ଅପରେସନ ହେବା ପରେ ଲୋକମାନଙ୍କୁ ମଦ, ସିଗାରେଟ ଓ ଗୁଟଖା ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

Advertisment
Odisha Bhubaneswar