Advertisment

ହସ୍ପିଟାଲରେ ଦୀପିକା

ମୁମ୍ୱାଇ: ଟେଲିଭିଜନ୍ ଅଭିନେତ୍ରୀ ଦୀପିକା କକର୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୀପିକାଙ୍କ ସ୍ୱାମୀ ଶୋଏବ୍‌ ଇବ୍ରାହିମ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍‌ କରି ଏହି ଖବର ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ଏବେ ତୁମେ ଶୀଘ୍ର ଭଲ ହୋଇଯାଅ… ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। https://www.instagram.com/p/B3KNbJ_Fla_/?utm_source=ig_web_copy_link ଶୋଏବ୍‌ ଦୀପିକାଙ୍କର ଭାରି ଯତ୍ନ ନିଅନ୍ତି ବୋଲି ବିଭିନ୍ନ ସୋଶାଲ ମିଡିଆ ପୋଷ୍ଟରୁ ଜଣାପଡ଼େ। କିଛିଦିନ ପୂର୍ବରୁ ଶୋଏବ୍‌ ସୋଶାଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ, […]

ହସ୍ପିଟାଲରେ ଦୀପିକା

deepika

Advertisment

ମୁମ୍ୱାଇ: ଟେଲିଭିଜନ୍ ଅଭିନେତ୍ରୀ ଦୀପିକା କକର୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୀପିକାଙ୍କ ସ୍ୱାମୀ ଶୋଏବ୍‌ ଇବ୍ରାହିମ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍‌ କରି ଏହି ଖବର ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ଏବେ ତୁମେ ଶୀଘ୍ର ଭଲ ହୋଇଯାଅ... ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି।

Advertisment

https://www.instagram.com/p/B3KNbJ_Fla_/?utm_source=ig_web_copy_link

ଶୋଏବ୍‌ ଦୀପିକାଙ୍କର ଭାରି ଯତ୍ନ ନିଅନ୍ତି ବୋଲି ବିଭିନ୍ନ ସୋଶାଲ ମିଡିଆ ପୋଷ୍ଟରୁ ଜଣାପଡ଼େ। କିଛିଦିନ ପୂର୍ବରୁ ଶୋଏବ୍‌ ସୋଶାଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଡାକ୍ତର ଦୀପିକାଙ୍କ ଟେମ୍ପରେଚର୍‌ ଚେକ୍‌ କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଶୁଟିଂର ବ୍ୟସ୍ତ ସେଡ୍ୟୁଲ୍‌ ଯୋଗୁ ଦୀପିକା ତାଙ୍କ ସ୍ୱାସ୍ଥ୍ୟକୁ ସମୟ ଦେଇପାରୁନାହାନ୍ତି। ଏବେ ସେ ‘କାହାଁ ହମ୍‌ କାହାଁ ତୁମ୍‌’ ସିରିଏଲ୍‌ରେ ସୋନାକ୍ଷୀ ଚରିତ୍ରରେ ଅଭିନୟ କରୁଛନ୍ତି।

publive-image

ସୂଚନାଯୋଗ୍ୟ, ଦୀପିକା ତାଙ୍କ କୋ-ଷ୍ଟାର୍‌ ଶୋଏବ୍‌ ଇବ୍ରାହିମ୍‌ଙ୍କୁ ୨୦୧୮ ଫେବୃଆରୀ ମାସରେ ବିବାହ କରିଥିଲେ। ସିରିଏଲ୍‌ ‘ଶଶୁରାଲ୍‌ ସିମର୍‌ କା’ରେ ଜଣେ ସଂସ୍କାରୀ ବୋହୂ ‘ସିମର୍‌ ଭରଦ୍ୱାଜ’ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ପାଖରେ ଲୋକପ୍ରିୟ ହୋଇଥିଲେ। ଏହାସହ ଗତବର୍ଷ ଦୀପିକା ‘ବିଗ୍‌ବସ୍‌ ୧୨’ରେ ବିଜୟୀ ହୋଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe