Advertisment

ହଲିଉଡ୍ ଅଭିନେତ୍ରୀ ହନର୍ ବ୍ଲାକମ୍ୟାନଙ୍କ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ହଲିଉଡ୍ ଅଭିନେତ୍ରୀ ହନର ବ୍ଲାକମ୍ୟାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମ ‘ଗୋଲ୍ଡଫିଙ୍ଗର’ ଏବଂ ଟିଭି ଶୋ’ ‘ଆଭେଞ୍ଜର୍ସ’ରେ କାମ କରି ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। She was much loved and will be greatly missed by her two children Barnaby and Lottie, and grandchildren Daisy, […]

ହଲିଉଡ୍ ଅଭିନେତ୍ରୀ ହନର୍ ବ୍ଲାକମ୍ୟାନଙ୍କ ପରଲୋକ

blckmn

Advertisment

ମୁମ୍ବାଇ: ପ୍ରସିଦ୍ଧ ହଲିଉଡ୍ ଅଭିନେତ୍ରୀ ହନର ବ୍ଲାକମ୍ୟାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମ ‘ଗୋଲ୍ଡଫିଙ୍ଗର’ ଏବଂ ଟିଭି ଶୋ’ ‘ଆଭେଞ୍ଜର୍ସ’ରେ କାମ କରି ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।

Advertisment

https://twitter.com/honorblackman01/status/1247198969203232770?s=20

ବ୍ଲାକମ୍ୟାନଙ୍କ ପରିବାର ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନକୁ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛି। ସୂଚନା ଅନୂଯାୟୀ, ଇଂଲଣ୍ଡସ୍ଥିତ ତାଙ୍କ ବାସଭବନରେ ବ୍ଲାକମ୍ୟାନଙ୍କର ମୃତ୍ୟୁ ଘଟିଛି। ବ୍ଲାକମ୍ୟାନ୍ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ମା’ ଏବଂ ଜେଜେମା ମଧ୍ୟ ଥିଲେ। ତାଙ୍କର ଦୁଇ ଜଣ ଝିଅ ଓ ୪ ନାତି-ନାତୁଣୀ ଅଛନ୍ତି।

publive-imageବ୍ଲାକମ୍ୟାନଙ୍କ ମୃତ୍ୟୁ ଖବର ତାଙ୍କ ଫ୍ୟାନମାନଙ୍କୁ ଏକ ବଡ଼ ଝଟକା ଦେଇଛି। ହଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ବଲିଉଡର ବଡ଼ ବଡ଼ ଷ୍ଟାର ସୋଶାଲ୍ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବ୍ଲାକମୟାନହ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ହେଲେ ବର୍ତ୍ତମାନ ସାରା ବିଶ୍ୱରେ କରୋନାର ପ୍ରକୋପ ପଡ଼ିଥିବାରୁ ତାଙ୍କ ମୃତ୍ୟୁ କରୋନାରେ ହୋଇଥିବା ଫ୍ୟାନମାନେ ଅନୁମାନ କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe