କାଲି ରାତିରେ ମିଛି ମିଛିକା ହୃଦ୍‌ଘାତ ହୋଇଥିଲା, ଆଜି ସତ ହୋଇଗଲା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେମା ଓ ସିରିଏଲ ଜଗତର ଜଣାଶୁଣା ଅଭିନେତା ତଥା ‘ଗୋପାଳ ଭାଣ୍ଡ’ ଭାବେ ଘରେ ଘରେ ପରିଚିତ ରବି ମିଶ୍ର ଆଉ ନାହାନ୍ତି । ତାଙ୍କ ମୃତ୍ୟୁରେ ପୂରା ସିନେ ଇଣ୍ଡଷ୍ଟ୍ରିରେ ଶୋକର ପରିବେଶ। ରବି ମିଶ୍ରଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ଅଭିନେତ୍ରୀ ଲିପ୍‌ସା ମିଶ୍ର କହିଛନ୍ତି ଯେ, ଗତକାଲି ଲାଷ୍ଟ ସିନ୍‌ ତାଙ୍କ ସହିତ ମୋର ଥିଲା।  ରାତି ୧୦ଟାରେ ସେ ଘରକୁ ଫେରିଲେ। ସେତେବେଳେ ତାଙ୍କର ଏସିଡିଟି ଲାଗୁଥିଲା ବୋଲି […]

tbv

tbv

Tapas Behera
  • Published: Wednesday, 20 January 2021
  • Updated: 21 January 2021, 07:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେମା ଓ ସିରିଏଲ ଜଗତର ଜଣାଶୁଣା ଅଭିନେତା ତଥା ‘ଗୋପାଳ ଭାଣ୍ଡ’ ଭାବେ ଘରେ ଘରେ ପରିଚିତ ରବି ମିଶ୍ର ଆଉ ନାହାନ୍ତି । ତାଙ୍କ ମୃତ୍ୟୁରେ ପୂରା ସିନେ ଇଣ୍ଡଷ୍ଟ୍ରିରେ ଶୋକର ପରିବେଶ। ରବି ମିଶ୍ରଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ଅଭିନେତ୍ରୀ ଲିପ୍‌ସା ମିଶ୍ର କହିଛନ୍ତି ଯେ, ଗତକାଲି ଲାଷ୍ଟ ସିନ୍‌ ତାଙ୍କ ସହିତ ମୋର ଥିଲା।  ରାତି ୧୦ଟାରେ ସେ ଘରକୁ ଫେରିଲେ। ସେତେବେଳେ ତାଙ୍କର ଏସିଡିଟି ଲାଗୁଥିଲା ବୋଲି କହିଥିଲେ।

ତାଙ୍କର ଶେଷ ଅଭିନୟ ବି ଦେହ ଖରାପ ଥିଲା। ହେଲେ ସେଇ ଅଭିନୟ ଯେ, ସତସତିକା ହୋଇଯିବ ଆମେ କେବେ ବିଶ୍ୱାସ କରିପାରୁ ନଥିଲୁ।  ରାତି ୧୨ଟା ବେଳେ ତାଙ୍କ ଦେହ ଖରାପ ହୋଇଥିବା ମୁଁ ଖବର ପାଇଥିଲି। ତାଙ୍କୁ କେୟାର ହସପିଟାଲ ନିଆଯାଇଥିଲା। ହେଲେ ସକାଳେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ସେ ଜଣେ ଭେଟେରାନ ଆକ୍ଟର। ସେ ଜଣେ ଭଲ ମଣିଷ ମଧ୍ୟ। ଆମ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। ଆମ ୟୁନିଟ ପାଇଁ ସେ ମୂଳଦୁଆ ଥିଲେ। ଏବେ ସେ ଚାଲିଗଲେ। ଆମ ୟୁନିଟିର ବାପା ଚାଲିଗଲେ। ବାପା ଚାଲିଗଲେ ପରିବାର ଯେମିତି ଭାଙ୍ଗିପଡ଼େ ଆମେ ମଧ୍ୟ ସେମିତି ତାଙ୍କୁ ହରାଇ ମର୍ମାହତ ବୋଲି ଲିପସା କହିଛନ୍ତି।

https://youtu.be/f8--d7Edrgo

ସୂଚନା ଅନୁଯାୟୀ ୬୪ ବର୍ଷ ବୟସରେ ହୃଦଘାତରେ ତାଙ୍କ ପରଲୋକ ହୋଇଯାଇଛି। ଗତକାଲି ସୁଟିଂସେଟ୍‌ରେ ହୃଦ୍‌ଘାତର ଅଭିନୟ କଲା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ଉଭୟ ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ଅଭିନୟ କରି ନିଜ ଛାପ ଛାଡ଼ି ଯାଇଛନ୍ତି ରବି ମିଶ୍ର। ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ  ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ବେଳେ ଲୋକଙ୍କୁ ଯୋଗାଉଥିଲା ହସର ଖୋରାକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story