Advertisment

ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍ ଅଗ୍ରୱାଲ୍। ମାଲଦ୍ୱୀପର ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ସେ ସ୍ୱାମୀ ଗୌତମ କିଚଲୁଙ୍କ ସହ ଉପଭୋଗ କରୁଛନ୍ତି। କାଜଲ ନିଜ ହନିମୁନ୍‌ ଟ୍ରିପର ଫଟୋ ମଧ୍ୟ ଶେଆର୍‌ କରିଛନ୍ତି।     View this post on Instagram   @kitchlug 😘 @conrad_maldives @twaincommunications @aasthasharma ❤️ A post shared by Kajal Aggarwal (@kajalaggarwalofficial) on […]

ଅଦ୍ୟତନ ହୋଇଛି
ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍

kajal

Advertisment

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ହନିମୁନ୍‌ ଟ୍ରିପ୍‌ରେ ଟଲିଉଡ୍ ସୁନ୍ଦରୀ କାଜଲ୍ ଅଗ୍ରୱାଲ୍। ମାଲଦ୍ୱୀପର ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ସେ ସ୍ୱାମୀ ଗୌତମ କିଚଲୁଙ୍କ ସହ ଉପଭୋଗ କରୁଛନ୍ତି। କାଜଲ ନିଜ ହନିମୁନ୍‌ ଟ୍ରିପର ଫଟୋ ମଧ୍ୟ ଶେଆର୍‌ କରିଛନ୍ତି।

Advertisment
View this post on Instagram

@kitchlug 😘 @conrad_maldives @twaincommunications @aasthasharma ❤️

A post shared by Kajal Aggarwal (@kajalaggarwalofficial) on


ନିକଟରେ କାଜଲ ସୋଶାଲ୍‌ ମିଡିଆରେ ନିଜର ଏବଂ ଗୌତମଙ୍କର ସମୁଦ୍ର କୂଳରୁ ଏକ ସୁନ୍ଦର ଫଟୋ ଶେଆର୍ କରିଛନ୍ତି। ଫଟୋରେ କାଜଲ ନାଲି ରଙ୍ଗର ଏକ ସ୍ଲିଭଲେସ୍ ୱେଷ୍ଟର୍ନ ଗାଉନ ପିନ୍ଧିଛନ୍ତି।  ଆଉ ନିଜ ଲୁକ୍‌କୁ କମ୍ପ୍ଲିଟ କରିବା ପାଇଁ ସେ ମୁଣ୍ଡରେ କ୍ୟାପ୍ ଓ ଚଷମା ମଧ୍ୟ  ପିନ୍ଧିଛନ୍ତି। ଏହି ଗେଟ୍‌ଅପ୍‌ରେ ସେ ବହୁତ ସୁନ୍ଦର ଲାଗୁଛନ୍ତି। ଦୁହିଁଙ୍କ ଯୋଡ଼ି ବେଶ୍ ସୁନ୍ଧର ଲାଗୁଛ୍‌ଇ। ଏହା ବ୍ୟତୀତ କାଜଲ ଆହୁରି ଅନେକ ପୋଜରେ ଫଟୋ ଉଠାଇଛନ୍ତି। ଅଭିନେତ୍ରୀ କ୍ୟାପସନ୍ ମାଧ୍ୟମରେ କହିଛନ୍ତି ଯେ ସେ ଏହି ସ୍ଥାନକୁ କେତେ ପସନ୍ଦ କରନ୍ତି।

Advertisment
View this post on Instagram

@conrad_maldives you beauty 😍

A post shared by Kajal Aggarwal (@kajalaggarwalofficial) on


ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୦ରେ ମୁମ୍ବାଇସ୍ଥିତ ତାଜ ହୋଟେଲ୍‌ରେ କାଜଲ ଓ ଗୌତମଙ୍କର ବିବାହ ହୋଇଥିଲା। କରୋନା କଟକଣା ଯୋଗୁ, ବାହାଘରରେ କେବଳ ପରିବାର ଲୋକ ଓ କିଛି ସମ୍ପର୍କୀୟଙ୍କ ହିଁ ସାମିଲ ହୋଇଥିଲେ। ଗୌତମ କିଛୁ ଇଣ୍ଟିକିୟ ଡିଜାଇନିଂ କମ୍ପାନୀ ‘design label Discern Living

View this post on Instagram

My beach essentials 😎

A post shared by Kajal Aggarwal (@kajalaggarwalofficial) on

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe