Advertisment

ଲୋକସଭା ନିର୍ବାଚନ ଲଢିବେ ରଚନା ବାନାର୍ଜୀ

ଏଥର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଅଭନେତ୍ରୀ ରଚନା ବାନାର୍ଜୀ। ସେ ଅଭିନେତ୍ରୀରୁ ପାଲଟିବେ ରାଜନେତ୍ରୀ।

author-image
Manoj Swain

ଏଥର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଅଭନେତ୍ରୀ ରଚନା ବାନାର୍ଜୀ। ସେ ଅଭିନେତ୍ରୀରୁ ପାଲଟିବେ ରାଜନେତ୍ରୀ। ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରଚନା। ଏଥିପାଇଁ ମିଳିଛି ତାଙ୍କୁ ଟିକେଟ୍‌। ତୃଣମୂଳ କଂଗ୍ରେସର ଟିକେଟ୍‌ରେ ସେ ପ୍ରଥମଥର ପାଇଁ ନିର୍ବାଚନୀ ନୌକାରେ ବସିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Rachana Banerjee Loka Sabha Election 2024 West Bengal