ମୈଦାନରେ ସିଦ୍ଧାନ୍ତଙ୍କ ଯୋଡି ରଚନା ! | Rachna Banerjee Joins Congress for Elections | Odisha Reporter
Advertisment
ଏଥର ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଅଭନେତ୍ରୀ ରଚନା ବାନାର୍ଜୀ। ସେ ଅଭିନେତ୍ରୀରୁ ପାଲଟିବେ ରାଜନେତ୍ରୀ। ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ରଚନା। ଏଥିପାଇଁ ମିଳିଛି ତାଙ୍କୁ ଟିକେଟ୍। ତୃଣମୂଳ କଂଗ୍ରେସର ଟିକେଟ୍ରେ ସେ ପ୍ରଥମଥର ପାଇଁ ନିର୍ବାଚନୀ ନୌକାରେ ବସିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us