୩ ଦିନ ପରେ ବାଜିବ ଆଦିତ୍ୟଙ୍କ ଶାହାନାଇ

ମୁମ୍ବାଇ: ଆଉ ମାତ୍ର ୩ ଦିନ ପରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ। ସେ ତାଙ୍କ ବହୁ ଦିନର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ କରିବେ। ଡିସେମ୍ବର ୧ରେ ଶ୍ୱେତାଙ୍କ ସହ ସାତ ଫେରା ନେବେ ଆଦିତ୍ୟ । ତେବେ ବଲିଉଡ ଅଭିନେତ ତଥା ସୁପରଷ୍ଟାର ସିଙ୍ଗର ଉଦିତ ନାୟଣଙ୍କ ପୁଅ ଆଦିତ୍ୟଙ୍କ ଏହି ବିବାହ କିନ୍ତୁ ଗ୍ରାଣ୍ଡ ୱେଣ୍ଡିଂ ହେବନି। କରୋନା ପାଇଁ […]

aditya-wedding

aditya-wedding

Madhupriya Mistry
  • Published: Friday, 27 November 2020
  • Updated: 27 November 2020, 04:56 PM IST

Sports

Latest News

ମୁମ୍ବାଇ: ଆଉ ମାତ୍ର ୩ ଦିନ ପରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ। ସେ ତାଙ୍କ ବହୁ ଦିନର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ କରିବେ। ଡିସେମ୍ବର ୧ରେ ଶ୍ୱେତାଙ୍କ ସହ ସାତ ଫେରା ନେବେ ଆଦିତ୍ୟ ।

ତେବେ ବଲିଉଡ ଅଭିନେତ ତଥା ସୁପରଷ୍ଟାର ସିଙ୍ଗର ଉଦିତ ନାୟଣଙ୍କ ପୁଅ ଆଦିତ୍ୟଙ୍କ ଏହି ବିବାହ କିନ୍ତୁ ଗ୍ରାଣ୍ଡ ୱେଣ୍ଡିଂ ହେବନି। କରୋନା ପାଇଁ ଦୁହେଁ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବେ। ଏଥିରେ କେବଳ ତାଙ୍କ ନିକଟ ସମ୍ପର୍କିୟମାନେ ହିଁ ଉପସ୍ଥିତ ରହିବେ। ବିବାହରେ ସାମିଲ ହେବେ ମାତ୍ର ୫୦ ଜଣ ବନ୍ଧୁବାନ୍ଧବ। ମ୍ୟୁଜିକ ଇଣ୍ଡଷ୍ଟ୍ରି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଖୁବ କମ୍ ଜଣ ହିଁ ଏହି ବିବାହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ଅକ୍ଟୋବରରେ ଆଦିତ୍ୟ ଶ୍ୱେତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ପରେ ଉଭୟ ଚଳିତ ବର୍ଷ ହିଁ ବିବାହ କରିବା ନେଇ ମଧ୍ୟ ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ବିବାହକୁ ନେଇ ଆଦିତ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଡିସେମ୍ବର ୧ ତାରିଖ ପରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଦୀର୍ଘ ୧୦ ବର୍ଷ ହେଲା ଶ୍ୱେତାଙ୍କୁ ଡେଟିଂ କରୁଛନ୍ତି ଆଦିତ୍ୟ। ୨୦୧୦ ରେ ଶ୍ୱତାଙ୍କ ସହ ଆଦିତ୍ୟଙ୍କ ପ୍ରଥମ ଦେଖାସାକ୍ଷାତ ହୋଇଥିଲା। ହରର ଥ୍ରୀଲର ଫିଲ୍ମ ‘ଶାପିତ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story