Advertisment

‘ଫିତୁର’ ପରେ ଆକ୍ସନ ଫିଲ୍ମ ମୁହାଁ ତବୁ

ମୁମ୍ବାଇ: ‘ମୁଁ ଏବେ ଗୋଟିଏ ଆକ୍ସନଧର୍ମୀ ଫିଲ୍ମ କରିବାକୁ ଚାହୁଁଛି। ମୁଖ୍ୟତଃ ଏଣ୍ଟରଟେନିଂ କମରସିଆଲ୍ ଆକ୍ସନ ଫିଲ୍ମରେ ଅଭିନୟ କରିବାରେ ମୋର ଭାରି ଇଚ୍ଛା ରହିଛି। ଦେଖାଯାଉ, ସେଭଳି ସ୍କ୍ରିପ୍ଟ କେବେ ମିଳୁଛି। ମୁଁ ଭାବୁଛି ବକ୍ସ ଅଫିସରେ ମୁଁ କିଛି ଭିନ୍ନ କରିବି।’ ଏହା କହିଛନ୍ତି ‘ଫିତୁର’ର ଅଭିନେତ୍ରୀ ତବୁ। ଏହି ଭର୍ସାଟାଇଲ୍ ଅଭିନେତ୍ରୀ ଜଣଙ୍କ ବଲିଉଡରେ ନିଜର ସ୍ୱତନ୍ତ୍ର ଅଭିନୟ କଳା ପାଇଁ ତିଷ୍ଠି ରହିଛନ୍ତି।  ସେ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛନ୍ତି। ସେହିଭଳି […]

‘ଫିତୁର’ ପରେ ଆକ୍ସନ ଫିଲ୍ମ ମୁହାଁ ତବୁ

tabu

Advertisment

ମୁମ୍ବାଇ: ‘ମୁଁ ଏବେ ଗୋଟିଏ ଆକ୍ସନଧର୍ମୀ ଫିଲ୍ମ କରିବାକୁ ଚାହୁଁଛି। ମୁଖ୍ୟତଃ ଏଣ୍ଟରଟେନିଂ କମରସିଆଲ୍ ଆକ୍ସନ ଫିଲ୍ମରେ ଅଭିନୟ କରିବାରେ ମୋର ଭାରି ଇଚ୍ଛା ରହିଛି। ଦେଖାଯାଉ, ସେଭଳି ସ୍କ୍ରିପ୍ଟ କେବେ ମିଳୁଛି। ମୁଁ ଭାବୁଛି ବକ୍ସ ଅଫିସରେ ମୁଁ କିଛି ଭିନ୍ନ କରିବି।’ ଏହା କହିଛନ୍ତି ‘ଫିତୁର’ର ଅଭିନେତ୍ରୀ ତବୁ।

Advertisment

ଏହି ଭର୍ସାଟାଇଲ୍ ଅଭିନେତ୍ରୀ ଜଣଙ୍କ ବଲିଉଡରେ ନିଜର ସ୍ୱତନ୍ତ୍ର ଅଭିନୟ କଳା ପାଇଁ ତିଷ୍ଠି ରହିଛନ୍ତି।  ସେ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛନ୍ତି। ସେହିଭଳି ଦମ୍‌ଦାର ସ୍କ୍ରିପ୍ଟ ମିଳିଲେ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ ବୋଲି କହିଛନ୍ତି। ସେ କହିଛନ୍ତି ଏବେକାର ଫିଲ୍ମଗୁଡ଼ିକ ବିଷୟବସ୍ତୁ ଉଚ୍ଚମାନର ହୋଇଥିଲା ବେଳେ ସେ କିଛି ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe