Advertisment

ବିଏସଏଫ ଯବାନଙ୍କୁ ଭେଟିଲେ ଐଶ୍‌

ମୁମ୍ବାଇ: ‘ଶରବଜିତ’ର ସୁଟିଂ ସୀମାନ୍ତ ଅଞ୍ଚଳରେ ଚାଲିଥିବାବେଳେ ନୀଳନୟନା ଐଶ ଓ ପୁରାଟିମ୍‌ ନିକଟରେ ଥିବା ଅଟ୍ରି ବିଏସ୍‌ଏଫ୍‌ କ୍ୟାମ୍ପକୁ ଯାଇଥିଲେ। ସେଠାରେ ଐଶ ଯବାନମାନଙ୍କ ସହ ବେଶ କିଛଇ ସମୟ ବିତାଇବା ସହ ପାଦକୁ ପାଦ ମିଶାଇ, ହାତରେ ହାତ ଧରି ନାଚିଥିଲେ। ଫଟୋସୁଟ ବି କଲେ। କେହି କେହି ସେଲଫି ବି ନେଲେ। ବେଶ୍ ଉତ୍ସାହିତ ଥିଲେ ବିଏସଏଫର ଯବାନମାନେ ଐଶଙ୍କୁ ପାଖରେ ପାଇ। ବିଏସଏଫ ଯବାନଙ୍କଠାରୁ ସେମାନଙ୍କ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ କଥା […]

ବିଏସଏଫ ଯବାନଙ୍କୁ ଭେଟିଲେ ଐଶ୍‌

aish

Advertisment

aish-2ମୁମ୍ବାଇ: ‘ଶରବଜିତ’ର ସୁଟିଂ ସୀମାନ୍ତ ଅଞ୍ଚଳରେ ଚାଲିଥିବାବେଳେ ନୀଳନୟନା ଐଶ ଓ ପୁରାଟିମ୍‌ ନିକଟରେ ଥିବା ଅଟ୍ରି ବିଏସ୍‌ଏଫ୍‌ କ୍ୟାମ୍ପକୁ ଯାଇଥିଲେ। ସେଠାରେ ଐଶ ଯବାନମାନଙ୍କ ସହ ବେଶ କିଛଇ ସମୟ ବିତାଇବା ସହ ପାଦକୁ ପାଦ ମିଶାଇ, ହାତରେ ହାତ ଧରି ନାଚିଥିଲେ। ଫଟୋସୁଟ ବି କଲେ। କେହି କେହି ସେଲଫି ବି ନେଲେ। ବେଶ୍ ଉତ୍ସାହିତ ଥିଲେ ବିଏସଏଫର ଯବାନମାନେ ଐଶଙ୍କୁ ପାଖରେ ପାଇ। ବିଏସଏଫ ଯବାନଙ୍କଠାରୁ ସେମାନଙ୍କ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ କଥା ବି ଶୁଣିଥିଲେ ଐଶ।

Advertisment

ଉମୁଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରନଦୀପ ହୁଡା ନଜରକୁ ଆସୁଥିବା ବେଳେ ଏହି ଫିଲ୍ମ ଆସନ୍ତା ମେ’୧୯ରେ ବି-ଟାଉନ୍‌କୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe