ଆରପାରିରେ ଅଜୟ ଦେବଗନଙ୍କ ବାପା ବିରୁ ଦେବଗନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ବିରୁ ଦେବଗନଙ୍କର ଆଜି ହେଦାନ୍ତ ହୋଇଯାଇଛି।  ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। କାର୍ଡିଆକ୍ ଆରେଷ୍ଟ ହେବା ଯୋଗୁ ଗତକାଲି ରାତିରେ ସ୍ଥାନୀୟ ସାଣ୍ଟା କ୍ଲସ୍‌ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ବିରୁ ଦେବଗନଙ୍କ ଜନ୍ମ ପଞ୍ଜାବର ଅମୃତସରରେ ହୋଇଥିଲା। ୮୦ରୁ ଅଧିକ ଫିଲ୍ମରେ ଆକ୍ସନ କୋରିଓଗ୍ରାଫି କରିଛନ୍ତି ବିରୁ। ଏହା ବ୍ୟତୀତ ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୧୯୯୯ […]

6d3kn1v8_veeru-devgan_625x3

6d3kn1v8_veeru-devgan_625x3

Biswobandita Swain
  • Published: Monday, 27 May 2019
  • Updated: 27 May 2019, 03:32 PM IST

Sports

Latest News

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ବିରୁ ଦେବଗନଙ୍କର ଆଜି ହେଦାନ୍ତ ହୋଇଯାଇଛି।  ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। କାର୍ଡିଆକ୍ ଆରେଷ୍ଟ ହେବା ଯୋଗୁ ଗତକାଲି ରାତିରେ ସ୍ଥାନୀୟ ସାଣ୍ଟା କ୍ଲସ୍‌ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ବିରୁ ଦେବଗନଙ୍କ ଜନ୍ମ ପଞ୍ଜାବର ଅମୃତସରରେ ହୋଇଥିଲା। ୮୦ରୁ ଅଧିକ ଫିଲ୍ମରେ ଆକ୍ସନ କୋରିଓଗ୍ରାଫି କରିଛନ୍ତି ବିରୁ। ଏହା ବ୍ୟତୀତ ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୧୯୯୯ ମସିହାରେ ରିଲିଜ୍‌ ହୋଇତିବା ଫିଲ୍ମ ‘ହିନ୍ଦୁସ୍ଥାନ କା କସମ ହୈ’ରେ ସେ ନିର୍ଦ୍ଦେଶନା ଦେଇଥିଲେ।

ଏଥିସହ ବିରୁ ଅଭିନେତା ଭାବେ କିଛି ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘କ୍ରାନ୍ତି’, ‘ସୌରଭ’, ‘ସିଂହାସନ’ରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି।  ‘ଦିଲ୍ଲ କ୍ୟା କରେ’ ଏବଂ ‘ହିନ୍ଦୁସ୍ଥାନ’ ଫିଲ୍ମର ସେ ପ୍ରଯୋଜନା ମଧ୍ୟ କରିଛନ୍ତି।

ଅଜୟ ଦେବଗନଙ୍କ ଫିଲ୍ମ ‘ଜିଗର’ର କାହାଣୀ ବିରୁ ଦେବଗନ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story