Advertisment

ଆଜି ପରଦାକୁ ଆସିଲା ମୋଷ୍ଟ ୱାଣ୍ଟେଡ୍ ମୁଭି ‘ଜଜବା’

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ହଲକୁ ଆସିଛି ଏ ବର୍ଷର ମୋଷ୍ଟ ୱାଣ୍ଟେଡ ମୁଭି ‘ଜଜବା’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡ୍ କୁଇନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏହି ଫିଲ୍ମ ଜରିଆରେ ୫ବର୍ଷ ପରେ ସିଲଭର ସ୍କ୍ରିନକୁ ଫେରିଛନ୍ତି ଐଶ୍। ସଞ୍ଜୟ ଗୁପ୍ତା ଡିରେକଟୋରିଆଲ୍ ଭେନଚର ଜଜବାରେ ଲିଡ ରୋଲରେ ଅଛନ୍ତି ଐଶ୍। ଧୂମ ଟୁ ଓ ଯୋଦ୍ଧା ଆକବର ପରେ ଏହି ଫିଲ୍ମରେ ଦର୍ଶକ ପୁଣି ଥରେ ଐଶ୍ୱର୍ଯ୍ୟାଙ୍କୁ ଫାଇଟ୍ କରୁଥିବା ଦୃଶ୍ୟରେ ଦେଖିବାକୁ ପାଇବେ। […]

ଅଦ୍ୟତନ ହୋଇଛି
ଆଜି ପରଦାକୁ ଆସିଲା ମୋଷ୍ଟ ୱାଣ୍ଟେଡ୍ ମୁଭି ‘ଜଜବା’

ash-

Advertisment

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ହଲକୁ ଆସିଛି ଏ ବର୍ଷର ମୋଷ୍ଟ ୱାଣ୍ଟେଡ ମୁଭି ‘ଜଜବା’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡ୍ କୁଇନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏହି ଫିଲ୍ମ ଜରିଆରେ ୫ବର୍ଷ ପରେ ସିଲଭର ସ୍କ୍ରିନକୁ ଫେରିଛନ୍ତି ଐଶ୍। ସଞ୍ଜୟ ଗୁପ୍ତା ଡିରେକଟୋରିଆଲ୍ ଭେନଚର ଜଜବାରେ ଲିଡ ରୋଲରେ ଅଛନ୍ତି ଐଶ୍। ଧୂମ ଟୁ ଓ ଯୋଦ୍ଧା ଆକବର ପରେ ଏହି ଫିଲ୍ମରେ ଦର୍ଶକ ପୁଣି ଥରେ ଐଶ୍ୱର୍ଯ୍ୟାଙ୍କୁ ଫାଇଟ୍ କରୁଥିବା ଦୃଶ୍ୟରେ ଦେଖିବାକୁ ପାଇବେ। ମୁଭିରେ ଆଉ ଏକ ଭାଇଟାଲ ରୋଲରେ ଅଛନ୍ତି ଇରଫାନ ଖାନ୍। ଐଶ୍ୱର୍ଯ୍ୟା ଏଥିରେ ଏକ କ୍ରିମିନାଲ ଲୟର ଭୂମିକାରେ ଆସୁଥିବା ବେଳେ ଇରଫାନ ନଜର ଆସିଛନ୍ତି ଜଣେ ପୋଲିସ୍ ଅଫିସର୍ ଭୂମିକାରେ। ୨୦୧୦ରେ ଶେଷ ଥର ପାଇଁ ଗୁଜାରିଶ ଫିଲ୍ମରେ ଦେଖିବାକୁ ମିଳିଥିଲା ଐଶଙ୍କୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe