Advertisment

ତରଙ୍ଗ ଚ୍ୟାନେଲରେ ନୂଆ ରିଅଲିଟି ସୋ ‘ତରଙ୍ଗ ପରିବାର ମହାମୁକାବିଲା’

ଭୁବନେଶ୍ୱର: ଆଜିଠୁ ତରଙ୍ଗ ଚ୍ୟାନେଲରେ ଆରମ୍ଭ ହେବାକୁ ଯାଉଛି ନୂଆ ରିଅଲିଟି ସୋ’ ‘ତରଙ୍ଗ ପରିବାର ମହାମୁକାବିଲା’। ଓଡ଼ିଶାରେ ପ୍ରଥମ ଥର ପାଇଁ ରିଅଲିଟି ସୋ’ ମଞ୍ଚରେ ହେବ ଅନ୍ ସ୍କ୍ରିନ୍ ଫ୍ୟାମିଲି ଫାଇଟିଂ। ତରଙ୍ଗ ପରିବାରର ‘ଦୁର୍ଗା’, ‘ରାନୀ’, ‘ନେଇ ଯାରେ ମେଘ ମୋତେ’, ‘ସାହାନାଇ’ ଓ ‘ଶଙ୍ଖା ସିନ୍ଦୁର’ର ଫ୍ୟାମିଲି ମେମ୍ୱର ପରସ୍ପର ସହ ମୁହାଁମୁହିଁ ହେବେ। ତା’ ପୁଣି ନୂଆ ଅନ୍ଦାଜରେ। ଏଠି ନା ରହିବ ସ୍କ୍ରିପ୍ଟ, ନା ରହିବ ଡାଇଲଗ୍। ରହିବନି […]

author-image
Rakesh Mallick
ଅଦ୍ୟତନ ହୋଇଛି
ତରଙ୍ଗ ଚ୍ୟାନେଲରେ ନୂଆ ରିଅଲିଟି ସୋ ‘ତରଙ୍ଗ ପରିବାର ମହାମୁକାବିଲା’

TARANG MAHAmukabila

TARANG MAHAmukabilaଭୁବନେଶ୍ୱର: ଆଜିଠୁ ତରଙ୍ଗ ଚ୍ୟାନେଲରେ ଆରମ୍ଭ ହେବାକୁ ଯାଉଛି ନୂଆ ରିଅଲିଟି ସୋ’ ‘ତରଙ୍ଗ ପରିବାର ମହାମୁକାବିଲା’। ଓଡ଼ିଶାରେ ପ୍ରଥମ ଥର ପାଇଁ ରିଅଲିଟି ସୋ’ ମଞ୍ଚରେ ହେବ ଅନ୍ ସ୍କ୍ରିନ୍ ଫ୍ୟାମିଲି ଫାଇଟିଂ। ତରଙ୍ଗ ପରିବାରର ‘ଦୁର୍ଗା’, ‘ରାନୀ’, ‘ନେଇ ଯାରେ ମେଘ ମୋତେ’, ‘ସାହାନାଇ’ ଓ ‘ଶଙ୍ଖା ସିନ୍ଦୁର’ର ଫ୍ୟାମିଲି ମେମ୍ୱର ପରସ୍ପର ସହ ମୁହାଁମୁହିଁ ହେବେ। ତା’ ପୁଣି ନୂଆ ଅନ୍ଦାଜରେ। ଏଠି ନା ରହିବ ସ୍କ୍ରିପ୍ଟ, ନା ରହିବ ଡାଇଲଗ୍। ରହିବନି ନିର୍ଦ୍ଦେଶକଙ୍କ ‘ଅକ୍ସନ’ କି ‘କଟ୍’। ଯାହା ହେବ, ସବୁ ରିଅଲ୍। ନାଚ, ଗୀତ ସାଙ୍ଗକୁ ଅଛି କମେଡି ଷ୍ଟାର ପପୁଙ୍କ କମେଡି ସହ ବହୁତ କିଛି। ତେବେ କିଏ ହେଉଛନ୍ତି ତରଙ୍ଗ ଫ୍ୟାମିଲି ମହା ମୁକାବିଲାର ଫ୍ୟାମିଲି ନମ୍ୱର ୱାନ୍ ତାହା କେବଳ ଦେଖିବାକୁ ବାକି ରହିଲା।

Advertisment

ଏହି କାର୍ଯ୍ୟକ୍ରମଟି ପ୍ରତି ଶୁକ୍ରବାର ଓ ଶନିବାର ରାତି ୯ଟା ୩୦ ମିନିଟରେ ପ୍ରସାରିତ ହେବ।