/odisha-reporter/media/post_attachments/uploads/2016/09/akira_movie_image__3_.jpg)
akira_movie_image__3_
ମୁମ୍ୱାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅକିରା’ ପ୍ରଥମ ଦିନରେ ୫.୧୫ କୋଟି ଟଙ୍କା ଆୟ କରିଛି। ଏହି ଚଳଚ୍ଚିତ୍ରରେ ସୋନାକ୍ଷୀଙ୍କ ଜବରଦସ୍ତ ଫାଇଟିଂ ରହିଛି। ଦର୍ଶକଙ୍କୁ ଏହି ଚଳଚ୍ଚିତ୍ର ବେଶ୍ ଆକୃଷ୍ଟ କରିଛି ବୋଲି ସିନେ ସମୀକ୍ଷ ମତବ୍ୟକ୍ତ କରିଛନ୍ତି।
Advertisment
ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍ ମରୁଗଦୋସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
