ପତ୍ନୀ ଟ୍ୱିଙ୍କଲଙ୍କୁ କପି କଲେ ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନା । ନିଜ ଫିଲ୍ମକୁ ନେଇ ଅକ୍ଷୟ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଟ୍ୱିଙ୍କଲ ସୋଶାଲ ମିଡିଆରେ କିଛି ନା କିଛି ବିଷୟକୁ ନେଇ ବେଶ ଆକ୍ଟିଭ ଥା’ନ୍ତି। ନିକଟରେ ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେଆର କରିଛନ୍ତି । ଯେଉଁଥିରେ ଅକ୍ଷୟ କୁମାର ଟ୍ୱିଙ୍କଲଙ୍କୁ କପି କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋଟି ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଟ୍ୱିଙ୍କଲ ସ୍ୱାମୀ […]

akshya

akshya

Madhupriya Mistry
  • Published: Thursday, 17 December 2020
  • Updated: 17 December 2020, 06:05 PM IST

Sports

Latest News

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନା । ନିଜ ଫିଲ୍ମକୁ ନେଇ ଅକ୍ଷୟ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଟ୍ୱିଙ୍କଲ ସୋଶାଲ ମିଡିଆରେ କିଛି ନା କିଛି ବିଷୟକୁ ନେଇ ବେଶ ଆକ୍ଟିଭ ଥା’ନ୍ତି। ନିକଟରେ ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେଆର କରିଛନ୍ତି । ଯେଉଁଥିରେ ଅକ୍ଷୟ କୁମାର ଟ୍ୱିଙ୍କଲଙ୍କୁ କପି କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋଟି ସୋଶାଲ ମିଡିଆରେ ଭାଇରାଲ ହୋଇଛି ।

ଟ୍ୱିଙ୍କଲ ସ୍ୱାମୀ ଅକ୍ଷୟଙ୍କ ସହ ଏକ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋକୁ ସେଆର କରିଛନ୍ତି । ଏଥିରେ ସେ ଅଫ ସୋଲ୍ଡର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ଟ୍ୱିଙ୍କଲଙ୍କ ଏଭଳି ଡ୍ରେସକୁ କପି କରିଛନ୍ତି ଅକ୍ଷୟ । ଦୁହେଁ ଏକାଠି ଗୋଟିଏ ପୋଜରେ ଫଟୋ ମଧ୍ୟ ଉଠାଇଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଏହି ଫଟୋକୁ ସେଆର କରି ଟ୍ୱିଙ୍କଲ କହିଛନ୍ତି, ଆମେ ଦୁଇ ଜଣ ଯେତେବଳେ ବି ଏକାଠି ହୋଇଥାଉ ସେତେବେଳ ଦୁହେଁ ଦୁହିଁଙ୍କ ମଜାକ ଉଡାଇ ଥାଉ । ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖନ୍ନାଙ୍କ ବିବାହକୁ ୧୯ ବର୍ଷ ପୂରିଲାଣି । ଏବେ ବି ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଜାୟ ରହିଛି ।

ସୂଚନ ଯୋଗ୍ୟ ଯେ, ଅକ୍ଷୟଙ୍କୁ ଫିଲ୍ମ ’ଲକ୍ଷ୍ମୀ ବମ୍’ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଆଗକୁ ତାଙ୍କର ସୂର୍ଯ୍ୟବଂଶି ଫିଲ୍ମ ଆସୁଛି । ଏଥିରେ ଲିଡ୍ ରୋଲରେ ଅକ୍ଷୟ କୁମାର ଥିବାବେଳେ ତାଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ, ଅଜୟ ଦେବଗନ, ରଣବୀର ସିଂହ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story