ତାଜମହଲ ଆଗରେ ନାଚିଲେ ଅକ୍ଷୟ

ମୁମ୍ବାଇ: ତାଜମହଲ ଆଗରେ ଖୁସିରେ ନାଚିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ସେ ପୁଣି ହାତରେ ଗୋଲାପ ଫୁଲ ଧରି । କେବଳ ସେତିକି ନୁହେଁ ଐତିହାସିକ ଚରିତ୍ର ସଲିମ ଗେଟଅପରେ ସଜେଇ ହୋଇ ଅକ୍ଷୟ ହାତରେ ଗୋଲାପ ଧରି ନାଚିଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।   View […]

Akshya-kumar

Akshya-kumar

Madhupriya Mistry
  • Published: Monday, 21 December 2020
  • Updated: 21 December 2020, 01:30 PM IST

Sports

Latest News

ମୁମ୍ବାଇ: ତାଜମହଲ ଆଗରେ ଖୁସିରେ ନାଚିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ସେ ପୁଣି ହାତରେ ଗୋଲାପ ଫୁଲ ଧରି । କେବଳ ସେତିକି ନୁହେଁ ଐତିହାସିକ ଚରିତ୍ର ସଲିମ ଗେଟଅପରେ ସଜେଇ ହୋଇ ଅକ୍ଷୟ ହାତରେ ଗୋଲାପ ଧରି ନାଚିଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

View this post on Instagram

A post shared by Akshay Kumar (@akshaykumar)

ପ୍ରକୃତରେ ଅପକମିଂ ଫିଲ୍ମ ‘ଅତରଙ୍ଗିରେ’ ରେ ଅକ୍ଷୟ କୁମାରଙ୍କୁ ସଲିମ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମର ଶୁଟିଂ ଆଗ୍ରାରେ ଚାଲିଛି । ଶୁଟିଂ ସେଟ ପଛର ଏକ ଭିଡିଓକୁ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏହି ଭିଡିଓରେ ସେ ତାଜମହଲ ଠିକ୍ ସାମ୍ନାରେ ଥିବା ଗେଟ୍ ଆଗରେ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖି ଅନୁମାନ କରାଯାଉଛି ଯେ, ଫିଲ୍ମର କୌଣସି ଏକ ରୋମାଣ୍ଟିକ ଗୀତର ଶୁଟିଂ ଆଗ୍ରାରେ ଚାଲିଛି, ଯାହାକୁ ଏ.ଆର. ରହମାନ କମ୍ପୋଜ କରିଛନ୍ତି ।

ଆନନ୍ଦ ଏଲ.ରୟଙ୍କ ଫିଲ୍ମ ‘ଅତରଙ୍ଗି ରେ’ର ଶୁଟିଂ ଏବେ ଆଗ୍ରାରେ ଚାଲିଛି । ଫିଲ୍ମର ଲିଡ୍ ରୋଲରେ ଥିବା ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଆଗ୍ରାରେ ଡେରା ପକାଇଛନ୍ତି । ଏହି ଫିଲ୍ମର ଲିଡ ରୋଲରେ ଅକ୍ଷୟ କୁମାର , ସାରା ଅଲ୍ଲି ଖାନ ଏବଂ ସାଉଥ ସୁପରଷ୍ଟାର ଧନୁଷ ଅଛନ୍ତି । ଏଥିରେ ସାରା ଅଲ୍ଲି ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story