ପୁଣି ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ସମଗ୍ର ଦେଶ ଏକଜୁଟ ହୋଇଛି। କରୋନାର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବହୁ ବଡ଼ ବଡ଼ ବ୍ୟକ୍ତିତ୍ୱ ଆଗେଇ ଆସିଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଏଭଳି ବିପଦ ସମୟରେ ଖୋଲା ହୃଦୟରେ ଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ଅକ୍ଷୟ କୁମାର ‘ପିଏମ୍ କେୟାର୍‌ସ ଫଣ୍ଡ’କୁ ଏପର୍ଯ୍ୟନ୍ତର ସର୍ବାଧିକ ଦାନ କରିଛନ୍ତି। ଏହି ପାଣ୍ଠି ଖୋଲିବା ପରେ ପରେ ପ୍ରଥମ ଅଭିନେତା ଭାବେ ସେ ୨୫ କୋଟି […]

akshya

akshya

Chinmayee Roy
  • Published: Friday, 10 April 2020
  • Updated: 10 April 2020, 02:08 PM IST

Sports

Latest News

ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ସମଗ୍ର ଦେଶ ଏକଜୁଟ ହୋଇଛି। କରୋନାର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବହୁ ବଡ଼ ବଡ଼ ବ୍ୟକ୍ତିତ୍ୱ ଆଗେଇ ଆସିଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଏଭଳି ବିପଦ ସମୟରେ ଖୋଲା ହୃଦୟରେ ଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ଅକ୍ଷୟ କୁମାର ‘ପିଏମ୍ କେୟାର୍‌ସ ଫଣ୍ଡ’କୁ ଏପର୍ଯ୍ୟନ୍ତର ସର୍ବାଧିକ ଦାନ କରିଛନ୍ତି। ଏହି ପାଣ୍ଠି ଖୋଲିବା ପରେ ପରେ ପ୍ରଥମ ଅଭିନେତା ଭାବେ ସେ ୨୫ କୋଟି ଟଙ୍କା ଦାନ କରିଥିଲେ। ତେବେ ଏତିକିରେ ଚୁପ୍ ବସି ଯାଇ ନାହାନ୍ତି ଅକ୍ଷୟ। ଏବେ ସେ Brihanmumbai Municipal Corporation (ବିଏମ୍‌ସି)କୁ ଆର୍ଥିକ ସହାୟତା ଦେଇଛନ୍ତି।

https://www.instagram.com/p/B-wQUbtnw-t/?utm_source=ig_web_copy_link

ସୂଚନା ଅନୁଯାୟୀ, ଖିଲାଡ଼ୀ କୁମାର ବିଏମସିକୁ ୩ କୋଟି ଟଙ୍କା ଦାନ କରିଛନ୍ତି। ଡାକ୍ତରଖାନାରେ ବ୍ୟବହାର ହେଉଥିବା ପିପିଇ, ମାସ୍କ ଓ କରୋନା ଟେଷ୍ଟିଂ କିଟ୍ ପାଇଁ ଅକ୍ଷୟ ଏହି ଟଙ୍କା ଦାନ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବାକୁ ମଧ୍ୟ ପ୍ରୟାସ କରୁଛନ୍ତି। ନିକଟରେ ସେ ଜରୁରୀକାଳିନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ସୋଶାଲ୍ ମିଡିଆ ଜରିଆରେ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

https://twitter.com/akshaykumar/status/1247139528218824704?s=20

ଏହା ବ୍ୟତୀତ ଏଭଳି ପରିସ୍ଥିତିରେ ଲୋକମାନଙ୍କ ମନୋବଳ ବଢ଼ାଇବା ପାଇଁ ସେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଜ୍ୟାକି ଭାଗନାନିଙ୍କ ସହ ମିଶି ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଗୀତର ନାଁ ହେଉଛି ‘ମୁସ୍କୁରାଏଗା ଇଣ୍ଡିଆ’। ଦେଶବାଶୀଙ୍କୁ ଆଶାର କିରଣ ଦେଖାଉଥିବା ଏହି ଗୀତକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story