Advertisment

‘ଅଳଙ୍କାର’ର ଭାଲେଣ୍ଟାଇନ ଡେ’ ସ୍ପେଶାଲ କୁଇଜ୍ ପ୍ରତିଯୋଗିତା ଜିତିଲେ ସଞ୍ଜୁକ୍ତା

ଭୁବନେଶ୍ୱର: ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ ‘ଅଳଙ୍କାର’ର ଭାଲେଣ୍ଟାଇନ ଡେ’ ସ୍ପେଶାଲ କୁଇଜ୍ ପ୍ରତିଯୋଗିତା ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମହିଳା ବର୍ଗରେ ପୁରସ୍କାର ପାଇଛନ୍ତି ଭଦ୍ରକର ସଞ୍ଜୁକ୍ତା ଦାସ। ତାଙ୍କୁ ଏକ ଟିଭିଏସ ସ୍କୁଟି ପ୍ରଦାନ କରାଯାଇଛି। ସେହିଭଳି ପୁରୁଷ ବର୍ଗରେ ଦୁଷ୍ମନ୍ତ ପାତ୍ର ପୁରସ୍କାର ବାବଦକୁ ଏକ ସୁଜୁକି ପାଆଚି ଜିତିଛନ୍ତି। ଟିଭିଏସ୍‌ ମୋଟର କମ୍ପାନୀ ଲିମିଟେଡର ଷ୍ଟେଟ୍‌ ହେଡ୍‌ ପ୍ରଦୀପ କୁମାର ଉଭୟଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ତରଙ୍ଗ ସିନେ ପ୍ରଡକସନ୍ସର ଫିଲ୍ମ […]

author-image
Rakesh Mallick
ଅଦ୍ୟତନ ହୋଇଛି
‘ଅଳଙ୍କାର’ର ଭାଲେଣ୍ଟାଇନ ଡେ’ ସ୍ପେଶାଲ କୁଇଜ୍ ପ୍ରତିଯୋଗିତା ଜିତିଲେ ସଞ୍ଜୁକ୍ତା

alankara

ଭୁବନେଶ୍ୱର: ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ ‘ଅଳଙ୍କାର’ର ଭାଲେଣ୍ଟାଇନ ଡେ’ ସ୍ପେଶାଲ କୁଇଜ୍ ପ୍ରତିଯୋଗିତା ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମହିଳା ବର୍ଗରେ ପୁରସ୍କାର ପାଇଛନ୍ତି ଭଦ୍ରକର ସଞ୍ଜୁକ୍ତା ଦାସ। ତାଙ୍କୁ ଏକ ଟିଭିଏସ ସ୍କୁଟି ପ୍ରଦାନ କରାଯାଇଛି। ସେହିଭଳି ପୁରୁଷ ବର୍ଗରେ ଦୁଷ୍ମନ୍ତ ପାତ୍ର ପୁରସ୍କାର ବାବଦକୁ ଏକ ସୁଜୁକି ପାଆଚି ଜିତିଛନ୍ତି। ଟିଭିଏସ୍‌ ମୋଟର କମ୍ପାନୀ ଲିମିଟେଡର ଷ୍ଟେଟ୍‌ ହେଡ୍‌ ପ୍ରଦୀପ କୁମାର ଉଭୟଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ତରଙ୍ଗ ସିନେ ପ୍ରଡକସନ୍ସର ଫିଲ୍ମ ‘ତୁ କହିବୁ ନା ମୁଁ’ର ନାୟକ ଅମ୍ଲାନ ଏବଂ ନାୟିକା ନିହାରିକା ଉପସ୍ଥିତ ଥିଲେ। ଭାଲେଣ୍ଟାଇନ୍ସ ଡେ’ରେ ଶ୍ରେଷ୍ଠ SMS ପ୍ରତିଯୋଗିତା କରିଥିଲା ଅଳଙ୍କାର।

Advertisment