ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ଟାଇଟଲ୍ ଜିତିଲେ ୬୦ ବର୍ଷୀୟ ମହିଳା

ପ୍ରଥମ ମହିଳା ଭାବେ ୬୦ ବର୍ଷରେ ଏହି ସମ୍ମାନଜନକ ସଫଳତା ହାସଲ କରିବାର କୃତ୍ତିତ୍ୱ ଅର୍ଜନ କରିଛନ୍ତି।

Alejandra Marisa Rodriguez

ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ୍

Debibandita Barick
  • Published: Saturday, 27 April 2024
  • Updated: 27 April 2024, 10:52 AM IST

Sports

Latest News

ଜଣେ ୬୦ ବର୍ଷୀୟ ମହିଳା ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ଟାଇଟଲ୍ ବିଜୟୀ ହୋଇଛନ୍ତି। ଆର୍ଜେଣ୍ଟିନାର ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ୍ ଷ୍ଟେରିଓଟାଇପ୍ ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ବିଜେତା ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ସଫଳତା କ୍ଷେତ୍ରରେ ବୟସ ଓ ସୁନ୍ଦରତା ଏକ ବାଧକ ନୁହେଁ ସେ ଏହା ପ୍ରମାଣ କରି ଦେଖାଇଛନ୍ତି। ଏଥିସହ କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରିଛନ୍ତି। ବାସ୍ତବରେ ରୋଡ୍ରିଗଜ୍ ପେଶାରେ ଜଣେ ଓକିଲ ଏବଂ ସାମ୍ବାଦିକା। ସେ ପ୍ରଥମ ମହିଳା ଭାବେ ୬୦ ବର୍ଷରେ ଏହି ସମ୍ମାନଜନକ ସଫଳତା ହାସଲ କରିବାର କୃତ୍ତିତ୍ୱ ଅର୍ଜନ କରିଛନ୍ତି।

Also Read

ସେ ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ବିଜେତା ହେବା ପରେ ମିସ୍ ୟୁନିଭର୍ସ ଆର୍ଜେଣ୍ଟିନାରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବେ। ଏହି ପ୍ରତିଯୋଗିତା ମେ'ରେ ଅନୁଷ୍ଠିତ ହେବ। ଯଦି ସେ ଏଥିରେ ସଫଳ ହୁଅନ୍ତି, ତେବେ ମିସ୍ ୟୁନିଭର୍ସରେ ଭାଗ ନେବେ। ମିସ୍ ୟୁନିଭର୍ସ ଚଳିତ ବର୍ଷ ସେପ୍ଟେମ୍ବର ୨୮ରେ ଆୟୋଜିତ ହେବ।    

ପ୍ରକାଶ ଥାଉକି, ଗତବର୍ଷ ପରଠାରୁ ମିସ୍ ୟୁନିଭର୍ସରେ ଭାଗ ନେବା ପାଇଁ ବୟସସୀମାକୁ ହଟାଇ ଦିଆଯାଇଛି। ପୂର୍ବରୁ ୧୮-୨୮ ବର୍ଷ ବୟସର ଯୁବତୀ ଏଥିରେ ଭାଗ ନେଇପାରିବାର କଟକଣା ଥିଲା। କିନ୍ତୁ ଗତବର୍ଷର ଘୋଷଣାନାମା ପରଠାରୁ ୧୮ ବର୍ଷରୁ ଅଧିକ ଯେକୌଣସି ବୟସ ବର୍ଗ ମିସ୍ ୟୁନିଭର୍ସରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରିବେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story