Advertisment

ଟିକେ ଲାଜ କଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି। ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା। କିନ୍ତୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ ଆଲୋଚନା କରିବାର ଦେଖିବାକୁ ମିଳି ନଥିବା ବେଳେ ଏ ଦୁହିଁଙ୍କ ବିବାହ ହେଲେ ବଲିଉଡ୍‌ ବେବୋ ଅର୍ଥାତ୍ କରୀନା କପୁର ଅଧିକ ଖୁସି ହେବେ। ନିକଟରେ ମାମି ଫିଲ୍ମ ଫେଷ୍ଟିଭାଲରେ କରୀନା ଓ ଆଲିଆ ଯୋଗ ଦେଇଥିଲେ। […]

ଅଦ୍ୟତନ ହୋଇଛି
ଟିକେ ଲାଜ କଲେ ଆଲିଆ

a

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି। ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା। କିନ୍ତୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ ଆଲୋଚନା କରିବାର ଦେଖିବାକୁ ମିଳି ନଥିବା ବେଳେ ଏ ଦୁହିଁଙ୍କ ବିବାହ ହେଲେ ବଲିଉଡ୍‌ ବେବୋ ଅର୍ଥାତ୍ କରୀନା କପୁର ଅଧିକ ଖୁସି ହେବେ।

Advertisment

ନିକଟରେ ମାମି ଫିଲ୍ମ ଫେଷ୍ଟିଭାଲରେ କରୀନା ଓ ଆଲିଆ ଯୋଗ ଦେଇଥିଲେ। ଦୁହିଁଙ୍କ ସହ ସାକ୍ଷାତକାର ଚାଲିଥିବା ସମୟରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଆଲିଆଙ୍କୁ ବିବାହ ସମ୍ପର୍କରେ ପ୍ରଶ୍ନ କରିଥିଲେ। 'କରୀନା କପୁର ତୁମର ନଣଦ କେବେ ହେବେ' ପ୍ରଶ୍ନରେ କରୀନା ହସି ହସି କହିଥିଲେ, 'ସେ ଦିନ ମୁଁ ଦୁନିଆରେ ସବୁଠୁ ଅଧିକ ଖୁସି ହେବି।'

publive-imageକରୀନାଙ୍କ ମୁହଁରୁ ଏଭଳି ଶୁଣିବା ପରେ ଟିକେ ଲାଜ କରିବା ସହ ଆଲିଆ କହିଥିଲେ, 'ସତରେ କହିବାକୁ ଗଲେ ମୁଁ ଏ ବିଷୟରେ କେବେ ଭାବି ନାହିଁ।'

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe