ନ୍ୟୁୟର୍କରେ ବି ପୁଷ୍ପା କ୍ରେଜ୍, ‘ଝୁକେଗା ନେଇ ଶାଲା’ ପୋଜ୍‌ରେ ଫଟୋ ଉଠାଇଲେ ମେୟର ଏରିକ୍‌ ଆଦାମ୍ସ

ନ୍ୟୁୟର୍କ: ନ୍ୟୁୟର୍କରେ ପୁଷ୍ପା କ୍ରେଜ୍। ଅଲ୍ଲୁଙ୍କ ବ୍ଲକବୁଷ୍ଟର ଫିଲ୍ମ ପୁଷ୍ପା କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଛାଇଯାଇଛି। ଏହି ଫିଲ୍ମ ପରେ ଅଲ୍ଲୁଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଢେର୍ ବଢ଼ିଯାଇଛି। ଏମିତିକି ନ୍ୟୁୟର୍କରେ ମଧ୍ୟ ପୁଷ୍ପା କ୍ରେଜ୍ ଦେଖିବାକୁ ମିଳିଛି। ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କେବଳ ଏତିକି ନୁହେଁ ଅଲ୍ଲୁ ନ୍ୟୁୟର୍କରେ ଭାରତର ଜାତୀୟ ପତାକାକୁ ମଧ୍ୟ ଉଡ଼ାଉଥିବାର ଦେଖିବାକୁ ମିଳିଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ପ୍ରତିବର୍ଷ […]

pushpa

pushpa

Sonali Kabi
  • Published: Monday, 22 August 2022
  • Updated: 22 August 2022, 05:00 PM IST

Sports

Latest News

ନ୍ୟୁୟର୍କ: ନ୍ୟୁୟର୍କରେ ପୁଷ୍ପା କ୍ରେଜ୍। ଅଲ୍ଲୁଙ୍କ ବ୍ଲକବୁଷ୍ଟର ଫିଲ୍ମ ପୁଷ୍ପା କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଛାଇଯାଇଛି। ଏହି ଫିଲ୍ମ ପରେ ଅଲ୍ଲୁଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଢେର୍ ବଢ଼ିଯାଇଛି। ଏମିତିକି ନ୍ୟୁୟର୍କରେ ମଧ୍ୟ ପୁଷ୍ପା କ୍ରେଜ୍ ଦେଖିବାକୁ ମିଳିଛି। ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କେବଳ ଏତିକି ନୁହେଁ ଅଲ୍ଲୁ ନ୍ୟୁୟର୍କରେ ଭାରତର ଜାତୀୟ ପତାକାକୁ ମଧ୍ୟ ଉଡ଼ାଉଥିବାର ଦେଖିବାକୁ ମିଳିଛି।

ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ପ୍ରତିବର୍ଷ ‘ଦ ଇଣ୍ଡିଆ ଡେ’ ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ଚଳିତ ବର୍ଷ ଏହି ଦିନ ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ’ ମହୋତ୍ସବ ପାଳନ କରାଯାଇଥିଲା। ଯେଉଁଥିରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଭାରତକୁ ରିପ୍ରେଜେଣ୍ଟ କରିଥିଲେ। ଅଲ୍ଲୁ ନିଜ ସ୍ତ୍ରୀଙ୍କ ସହ ଦମ୍‌ଦାର୍ ଏଣ୍ଟ୍ରି କରିଛନ୍ତି। ଯାହାର ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି।

ସେଥିମଧ୍ୟରୁ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ଅଲ୍ଲୁ ଅର୍ଜୁନ ପୁଷ୍ପା ଫିଲ୍ମର ଡାଏଲଗ୍ କହୁଥିବାର ନଜର ଆସିଛନ୍ତି। ଅଲ୍ଲୁ ନିଆରା ଢଙ୍ଗରେ ଡାଏଲଗ୍ କହିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ‘ଏହା ଭାରତର ତ୍ରିରଙ୍ଗା, କେବେ ହେଲେ ନଇବ ନାହିଁ’।

https://twitter.com/PushpaMovie/status/1561426035853635584?s=20&t=sw4OHlp4Wv79Th6RLLkX2A

ଏହି ପରେଡ କାର୍ଯ୍ୟକ୍ରମରେ ନ୍ୟୁୟର୍କ ମେୟର ଏରିକ ଏଡାମ୍ସଙ୍କ ଦ୍ୱାରା ଅଲ୍ଲୁଙ୍କୁ ସମ୍ମାନିତ କରାଯାଇଥିଲା। ସିନେମା ଏବଂ ମନୋରଞ୍ଜନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଅଲ୍ଲୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଅଲ୍ଲୁ ନ୍ୟୁୟର୍କର ମେୟରଙ୍କୁ ଭେଟିବା ସହ ତାଙ୍କ ସହ 'ପୁଷ୍ପା' ଫିଲ୍ମର ’ଝୁକେଗା ନେହିଁ ଶାଲା’ ଡାଏଲଗ ପୋଜ୍‌ରେ ଏକ ଫଟୋ ମଧ୍ୟ କ୍ଲିକ୍ କରିଥିଲେ।

https://twitter.com/alluarjun/status/1561559165146959872?s=20&t=txADNLgM0mNzzzz8_PwMNA

ସୂଚନାଯୋଗ୍ୟ, ପୁଷ୍ପା ବ୍ଲକ୍ ଅଫିସ୍‌ରେ ୩୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ଫିଲ୍ମଟି ସୁପର୍‌ହିଟ୍ ହେବା ସହ ଅଲ୍ଲୁଙ୍କ ଫ୍ୟାନ୍ସ ଫଲୋଇଂ ବି ବଢ଼ିଯାଇଛି। ଅଲ୍ଲୁଙ୍କ ପୁଷ୍ପା-୨ ଫିଲ୍ମର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଫିଲ୍ମର ସୁଟିଂ ବି ଖୁବ୍‌ଶୀଘ୍ର ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story