ଆମେରିକା ହସପିଟାଲରେ ଚିକିତ୍ସିତ ହେଉଛନ୍ତି ମାଧୁରୀ

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ କାନ୍ଧରେ ହଠାତ୍ ଯନ୍ତ୍ରଣା ଅନୁଭବ କରିବାରୁ ସେ ଆମେରିକା ହସପିଟାଲରେ ଏକ ଚିକିତ୍ସିତ ହେଉଛନ୍ତି।

ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମାଧୁରୀ ଏକ ରିଏଲିଟି ଶୋର ସୁଟିଂ କରୁଥିବା ବେଳେ ତାଙ୍କ କାନ୍ଧରେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ। କାନ୍ଧରେ ଅଧିକ ଯନ୍ତ୍ରଣା ହେବାରୁ ସେ ଲମ୍ବା ଛୁଟି ନେଇ ଆମେରିକା ଯାଇଛନ୍ତି।

ମାଧୁରୀ ଦୀକ୍ଷିତ ବିବାହ କରିବା ପରେ ଆମେରିକାରେ ରହୁଥିଲେ। କିଛି ବର୍ଷ ପୂର୍ବରୁ ସେ ପରିବାର ସହ ସ୍ୱଦେଶ ଫେରିଥିଲେ। ଆମେରିକାରେ ମାଧୁରୀଙ୍କ ଡାକ୍ତର ସ୍ୱାମୀ ରହୁଥିବାରୁ ସେଥିପାଇଁ ସେ ଆମେରିକାରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା

ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

ଏବେ ବି ଅଧୁରା ରହିଛି ଅମିତାଭ ଏବଂ ଜୟାଙ୍କ ଫିଲ୍ମ

‘ରିପବ୍ଲିକ୍ ଟିଭି’ ଏବଂ ‘ଟାଇମ୍ସ ନାଓ’ ବିରୋଧରେ ସୁପ୍ରିମକୋର୍ଟ ଗଲା ବଲିଉଡ୍

ଗତ ୪ ବର୍ଷ ହେଲା ଅବସାଦଗ୍ରସ୍ତ ଆମିରଙ୍କ ଝିଅ