Advertisment

ଆମେରିକା ହସପିଟାଲରେ ଚିକିତ୍ସିତ ହେଉଛନ୍ତି ମାଧୁରୀ

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ କାନ୍ଧରେ ହଠାତ୍ ଯନ୍ତ୍ରଣା ଅନୁଭବ କରିବାରୁ ସେ ଆମେରିକା ହସପିଟାଲରେ ଏକ ଚିକିତ୍ସିତ ହେଉଛନ୍ତି। ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମାଧୁରୀ ଏକ ରିଏଲିଟି ଶୋର ସୁଟିଂ କରୁଥିବା ବେଳେ ତାଙ୍କ କାନ୍ଧରେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ। କାନ୍ଧରେ ଅଧିକ ଯନ୍ତ୍ରଣା ହେବାରୁ ସେ ଲମ୍ବା ଛୁଟି ନେଇ ଆମେରିକା ଯାଇଛନ୍ତି। ମାଧୁରୀ ଦୀକ୍ଷିତ ବିବାହ କରିବା ପରେ ଆମେରିକାରେ ରହୁଥିଲେ। କିଛି ବର୍ଷ ପୂର୍ବରୁ ସେ ପରିବାର ସହ […]

ଅଦ୍ୟତନ ହୋଇଛି
ଆମେରିକା ହସପିଟାଲରେ ଚିକିତ୍ସିତ ହେଉଛନ୍ତି ମାଧୁରୀ

madhuri

Advertisment

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ କାନ୍ଧରେ ହଠାତ୍ ଯନ୍ତ୍ରଣା ଅନୁଭବ କରିବାରୁ ସେ ଆମେରିକା ହସପିଟାଲରେ ଏକ ଚିକିତ୍ସିତ ହେଉଛନ୍ତି।

Advertisment

ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମାଧୁରୀ ଏକ ରିଏଲିଟି ଶୋର ସୁଟିଂ କରୁଥିବା ବେଳେ ତାଙ୍କ କାନ୍ଧରେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ। କାନ୍ଧରେ ଅଧିକ ଯନ୍ତ୍ରଣା ହେବାରୁ ସେ ଲମ୍ବା ଛୁଟି ନେଇ ଆମେରିକା ଯାଇଛନ୍ତି।

ମାଧୁରୀ ଦୀକ୍ଷିତ ବିବାହ କରିବା ପରେ ଆମେରିକାରେ ରହୁଥିଲେ। କିଛି ବର୍ଷ ପୂର୍ବରୁ ସେ ପରିବାର ସହ ସ୍ୱଦେଶ ଫେରିଥିଲେ। ଆମେରିକାରେ ମାଧୁରୀଙ୍କ ଡାକ୍ତର ସ୍ୱାମୀ ରହୁଥିବାରୁ ସେଥିପାଇଁ ସେ ଆମେରିକାରେ ଚିକିତ୍ସିତ ହେଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe