Advertisment

ଏକାଠି ଆସିବେ ଅମିତାଭ ଓ ଅମୀର

ମୁମ୍ବାଇ: ୟଶ ରାଜ ଫିଲ୍ମସ୍‌ର “ଠଗ୍‌ସ ଅଫ୍ ହିନ୍ଦୋସ୍ତାନ’ରେ ଏକାଠି ଆସିବେ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅମୀର ଖାଁ। ପ୍ରଥମ ଥର ପାଇଁ ଏ ଦୁଇ ଅଭିନେତା ଏକାଠି ସ୍କ୍ରିନ୍ ସେୟାର କରିବେ। ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଅମୀର ଖାଁ କହିଛନ୍ତି,“ଶେଷରେ ଅପେକ୍ଷା ଶେଷ ହୋଇଛି। ଅମିତାଭ ବଚ୍ଚନ ମୋ ଆଇକନ୍। ମୁଁ ମୋ ଆଇକନ୍‌ଙ୍କ ସହ କାମ କରିବାକୁ ଉତ୍ସାହିତ ଅଛି। ମୁଁ ତାଙ୍କର ଜଣେ ପ୍ରଶଂସକ।” ୨୦୧୮ […]

ଏକାଠି ଆସିବେ ଅମିତାଭ ଓ ଅମୀର

amir

Advertisment

ମୁମ୍ବାଇ: ୟଶ ରାଜ ଫିଲ୍ମସ୍‌ର “ଠଗ୍‌ସ ଅଫ୍ ହିନ୍ଦୋସ୍ତାନ’ରେ ଏକାଠି ଆସିବେ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅମୀର ଖାଁ। ପ୍ରଥମ ଥର ପାଇଁ ଏ ଦୁଇ ଅଭିନେତା ଏକାଠି ସ୍କ୍ରିନ୍ ସେୟାର କରିବେ। ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ।

Advertisment

ଅମୀର ଖାଁ କହିଛନ୍ତି,“ଶେଷରେ ଅପେକ୍ଷା ଶେଷ ହୋଇଛି। ଅମିତାଭ ବଚ୍ଚନ ମୋ ଆଇକନ୍। ମୁଁ ମୋ ଆଇକନ୍‌ଙ୍କ ସହ କାମ କରିବାକୁ ଉତ୍ସାହିତ ଅଛି। ମୁଁ ତାଙ୍କର ଜଣେ ପ୍ରଶଂସକ।”

୨୦୧୮ ମସିହା ଦୀପାବଳିରେ “ଠଗ୍‌ସ ଅଫ୍ ହିନ୍ଦୋସ୍ତାନ” ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe