ଆମୀରଙ୍କ ନୂଆ ଲୁକ୍‌ ଭାଇରାଲ୍‌

ମୁମ୍ବାଇ: ଆମୀର ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଶୁଟିଂ ଆରମ୍ଭ ହୋଇଗଲାଣି। ଆଉ ଏବେ ଏହି ଫିଲ୍ମରେ ଆମୀରଙ୍କର ଏକ ନୂଆ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କର ଏହି ନୂଆ ଲୁକ୍‌ର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟିକୁ ଆମୀରଙ୍କର ତୁର୍କୀରେ ରହୁଥିବା ଜଣେ ଫ୍ୟାନ୍‌ ଶେଆର୍ କରିଛନ୍ତି। ରାଜସ୍ଥାନର ଜୈଶଲ୍‌ମୈର୍‌ ଶୁଟିଂ ସେଟ୍‌ରୁ ସେ ଏହାକୁ ଶେଆର୍‌ କରିଛନ୍ତି। https://www.instagram.com/p/B5xH9zGhwpx/?utm_source=ig_web_copy_link ଭାଇରାଲ୍‌ ଫଟୋରେ ଆମୀର୍‌ ଏକ୍‌ଦମ୍‌ ହଟକେ ନଜର […]

amir-khan

amir-khan

Chinmayee Roy
  • Published: Monday, 09 December 2019
  • Updated: 09 December 2019, 08:38 AM IST

Sports

Latest News

ମୁମ୍ବାଇ: ଆମୀର ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଶୁଟିଂ ଆରମ୍ଭ ହୋଇଗଲାଣି। ଆଉ ଏବେ ଏହି ଫିଲ୍ମରେ ଆମୀରଙ୍କର ଏକ ନୂଆ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କର ଏହି ନୂଆ ଲୁକ୍‌ର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟିକୁ ଆମୀରଙ୍କର ତୁର୍କୀରେ ରହୁଥିବା ଜଣେ ଫ୍ୟାନ୍‌ ଶେଆର୍ କରିଛନ୍ତି। ରାଜସ୍ଥାନର ଜୈଶଲ୍‌ମୈର୍‌ ଶୁଟିଂ ସେଟ୍‌ରୁ ସେ ଏହାକୁ ଶେଆର୍‌ କରିଛନ୍ତି।

https://www.instagram.com/p/B5xH9zGhwpx/?utm_source=ig_web_copy_link

ଭାଇରାଲ୍‌ ଫଟୋରେ ଆମୀର୍‌ ଏକ୍‌ଦମ୍‌ ହଟକେ ନଜର ଆସିଛନ୍ତି। ସେ ଲମ୍ବା ଚୁଟି ଓ ଲମ୍ବା ଦାଢ଼ି ରଖିଛନ୍ତି ଓ ତା’ସହିତ ଟୋପି ପିନ୍ଧିଛନ୍ତି। କିଛିଦିନ ପୂର୍ବରୁ ଶୁଟିଂ ସେଟ୍‌ରୁ ତାଙ୍କର ସର୍ଦ୍ଦାର ଲୁକ୍‌ର ଫଟୋ ଭାଇରାଲ୍‌ ହୋଇଥିଲା। ତା’ସହିତ ଫିଲ୍ମରେ କରୀନା କପୁରଙ୍କର ଲୁକ୍‌ ମଧ୍ୟ ଭାଇରାଲ୍‌ ହୋଇଥିଲା।

https://www.instagram.com/p/B4sTpaIlfab/?utm_source=ig_web_copy_link

'ଲାଲ୍‌ ସିଂହ ଚଢ଼ା' ୧୯୯୪ରେ ଆସିଥିବା ହଲିଉଡ୍ ଫିଲ୍ମ 'ଫରେଷ୍ଟ ଗମ୍ପ'ର ରିମେକ୍। ଏହି ଫିଲ୍ମଟି ୬ଟି ଓସ୍କର୍ ଆୱାର୍ଡ ଜିତିଥିଲା। 'ଲାଲ୍‌ ସିଂହ ଚଢ଼ା' ଆସନ୍ତା ବର୍ଷ ଡିସେମ୍ବର ୨୫ ତାରିଖରେ  ରିଲିଜ୍ ହେବ। ଏଥିରେ ମୁଖ୍ୟ ଭୂମିକାରେ ଆମୀର୍‌ ଖାନ୍‌ ଓ କରୀନା କପୁର ଅଭିନୟ କରିଛନ୍ତି।

https://www.instagram.com/p/B4rb-mWl9ze/?utm_source=ig_web_copy_link

ସୂଚନାଯୋଗ୍ୟ, ଆମୀର୍‌ଙ୍କ ଏହି ଅପ୍‌କମିଂ ଫିଲ୍ମରେ ପ୍ରଥମ ଥର ପାଇଁ ତିନି ଖାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। ତିନି ଖାନ୍‌ଙ୍କୁ ପରଦାରେ ଏକାଠି ଆଣିବା କୌଣସି ପ୍ରଯୋଜକଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନଥିବାବେଳେ ଆମୀର ନିଜେ ସଲମାନ୍‌ ଓ ଶାହାରୁଖଙ୍କୁ ଏଥିରେ ସାମିଲ କରିବାକୁ ପ୍ରୟାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story